ଝିଅ ସହ ପ୍ରେମିକକୁ ମାରି ଗଛରେ ଟାଙ୍ଗିଦେଲା ବାପା
କଳାହାଣ୍ଡି : ଭବାନୀପାଟଣାରେ ଅନର କିଲିଂ । ପ୍ରେମର ଆଉ ଏକ କରୁଣ କାହାଣୀ । ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ…
କଳାହାଣ୍ଡି : ଭବାନୀପାଟଣାରେ ଅନର କିଲିଂ । ପ୍ରେମର ଆଉ ଏକ କରୁଣ କାହାଣୀ । ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ…
ନୂଆଦିଲ୍ଲୀ : ୨୦୨୦ ଫେବୃଆରୀରେ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଥିବା ଜେଏନ୍ୟୁର ପୂର୍ବତନ ଛାତ୍ରନେତା ଉମର ଖଲିଦ୍ଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବୁଧବାର ଜଷ୍ଟିସ ଏ.ଏସ.ବୋପନ୍ନା ଓ…
ଭୁବନେଶ୍ୱର: ଜୁଲାଇ ୧୩ ଗୁରୁବାର ଶେଷ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା। ୨୧୫୮ କଲେଜର ୫ଲକ୍ଷ ୬ହଜାର ୯୧୩ ସିଟ୍ ପାଇଁ ନାମଲେଖା ଚାଲିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ବିଳମ୍ବତ ରାତି ପର୍ଯ୍ୟନ୍ତ ୩ ଲକ୍ଷ ୧୯ ହଜାର…
କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କର ବୁଧବାର ୬୯ ବର୍ଷ ବୟସରେ ପରଲୋକ ଘଟିଛି । ବିରଳ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇ ସୀତା ଦହଲ ବହୁତ ଦିନ ଧରି କାଠମାଣ୍ଡୁର…
ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଖୋଦ୍ ରାଜଧାନୀରେ ଘଟିଲା ଅଭାବନୀୟ ଘଟଣା। ଜନ୍ମ କରି ରାସ୍ତା କଡ଼ରେ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଗଲା ମା’। ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଆଚାର୍ଯ୍ୟବିହାର ଛକ ନିକଟ ଅଳିଆ ଗଦାରେ…
ନ୍ୟୁୟର୍କ :୨୦୨୨ରେ ବିଶ୍ୱର ୭୩.୫ କୋଟି ଲୋକ ଅତ୍ୟନ୍ତ କ୍ଷୁଧାର୍ଥ ଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି କୁହାଯାଇଛି । ୨୦୩୦ ସୁଦ୍ଧା ବିଶ୍ୱକୁ କ୍ଷୁଧାର୍ଥମୁକ୍ତ…
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ…
ନୂଆଦିଲ୍ଲୀ : ଉଛୁଳିଛି ଯମୁନା । ହତିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଦିଲ୍ଲୀ ସ୍ଥିତି ସଙ୍ଗୀନ । ଦିଲ୍ଲୀ ବିଧାନସଭା ଓ ମୁଖ୍ୟମନ୍ତ୍ରୀ କେଜ୍ରଓ୍ଵାଲଙ୍କ ବାସଭବନ ନିକଟରେ ବନ୍ୟାପାଣି । ସକାଳ ୭ଟାରେ ଯମୁନାର ନଦୀର ଜଳସ୍ତର ଥିଲା ୨୦୮.୪୬…
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ…
ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଉତ୍କ୍ଷେପଣ ପାଇଁ କାଉଣ୍ଟ ଡାଉନ୍ । ଆସନ୍ତାକାଲି ଦ୍ୱିପ୍ରହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ । ଶ୍ରୀହରିକୋଟା ସତୀଷ ଧାଓ୍ଵନ ସ୍ପେସ୍ ସେଣ୍ଟରର…