ସାମ୍ବାଦିକାଙ୍କୁ ବ୍ରିଜଭୂଷଣ ଶରଣ ସିଂଙ୍କ ଅସଦ୍ ବ୍ୟବହାର ଅଭିଯୋଗ
ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ପୂର୍ବ ପ୍ରମୁଖ ଓ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ପିଛା ଛାଡ଼ୁନି ବିବାଦ । ମହିଳା ରେସଲରଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କ ନାମର ଚାର୍ଜସିଟ୍ ଦାଖଲ ହୋଇଛି।…
