2023

ଶିକ୍ଷା କ୍ଷେତ୍ରରେ ନିଜ ଅପାରଗତା ଦେଖି ଲଜ୍ଜିତ ହୁଅନ୍ତୁ ରାଜ୍ୟ ସରକାର : ଡ.ଲେଖାଶ୍ରୀ

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି । ସର୍ବଭାରତୀୟ ସ୍ତରରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି । ଶିକ୍ଷା ବ୍ୟବସ୍ଥା ପ୍ରତି ୨୩…

ଚୁଲି ଜାଳୁଥିବା ବେଳେ ସାନିଟାଇଜର ବିସ୍ପୋରଣ, ୨ ନାବାଳିକା ଗୁରୁତର

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଚୁଲି ଜଳୁଥିବା ବେଳେ ସାନିଟାଇଜର ସହିତ ଅଗ୍ନି ସଂଯୋଗ ହେବରୁ ବିସ୍ପୋରଣ ଘଟିଛି।ଫଳରେ ଚୁଲି ପାଖରେ ଥିବା ଦୁଇ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ…

ଉଇକିପିଡିଆରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିଲା କ୍ରିକେଟ ଖେଳାଳୀ ହେଲେ ବିରାଟ କୋହଲି

ନୂଆଦିଲ୍ଲୀ: ବିଶ୍ବର ସମସ୍ତ କ୍ରିକେଟରଙ୍କୁ ପଛରେ ପକାଇ ପୁଣି ନିଜ ନାରେ ଆଉ ଏକ ରେକର୍ଡ ସାମିଲ କଲେ ବିରାଟ କୋହଲି। ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର…

ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଓ.ପି ସୋନିଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ। ୨୦୧୬ରୁ ୨୦୨୨ ମଧ୍ୟରେ ସେ ଏହି ସଂପତ୍ତି ଠୁଳ କରିଥିଲେ। ୨୦୧୬ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ…

ପାଣ୍ଡିଆନଙ୍କ ହାତରେ ବିଜେଡି ଟିକେଟ’: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: 5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବଡ଼ ମନ୍ତବ୍ୟ। କହିଲେ, ‘ବିଜେଡି ଆଉ ବିଜେଡି ହାତରେ ନାହିଁ, ବିଜେଡି 5T ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ, ବିଜେଡିର ବଡ଼ ବଡ଼ ନେତା 5T ସଚିବଙ୍କୁ…

ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍। ତାମିଲନାଡ଼ୁର ରାଜ୍ୟପାଳ ଆରଏନ୍‌ ରବିଙ୍କ ବିରୋଧରେ ସେ ଅଭିଯୋଗ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବୟାନ ଜାରି କରାଯାଇଛି। ରାଜ୍ୟପାଳଙ୍କ ବିରୋଧରେ ସେ…

ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍‌ ହୋଇଗଲା ପ୍ରାଇଭେଟ ଜେଟ୍, ୬ ମୃତ

କାଲିଫର୍ଣ୍ଣିଆ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଜି ଭୋରରୁ ଏକ ପ୍ରାଇଭେଟ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ଜଳିଯିବା…

ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଅନୁଗୋଳ: ଆହୁରି ସମୃଦ୍ଧ ହେବ ଅନୁଗୋଳ । ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି। ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା…

ଦୂଷିତ ପାଣିରେ ଗାଧେଇବା ପଡ଼ିଲା ମହଙ୍ଗା, ନାବାଳକର ନାକରେ ପଶି ମସ୍ତିଷ୍କ ଖାଇଗଲା ଏମିବା

ତିରୁବନନ୍ତପୁରମ: ଦୂଷିତ ପାଣିରେ ଗାଧେଇବା ପଡ଼ିଲା ମହଙ୍ଗା। ନାବାଳକର ନାକରେ ପଶି ମସ୍ତିଷ୍କ ଖାଇଗଲା ଏମିବା। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ଆଲପୁଜ୍ଜା ଜିଲ୍ଲାରେ। ଏଠାରେ ଜଣେ ୧୫ବର୍ଷୀୟ ବାଳକର ମୁଣ୍ଡକୁ ଏମିବା ଖାଇଯିବାରୁ ତା’ର ମୃତ୍ୟୁ…

ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କଲା ବଡପୁଅ

ଗଜପତି : ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ…