2023

ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ

ବେଗୁନିଆ:ବେଗୁନିଆରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ମାନର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପ୍ରତିବାଦରେ ଆଜି ବେଗୁନିଆ ବନ୍ଦ । ବେଗୁନିଆ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏହି ବନ୍ଦରେ…

ରାଜ୍ୟସଭା ନିର୍ବାଚନ ନିମନ୍ତେ ଡେରେକ୍‌ ଓ’ବ୍ରାଏନ୍‌, ସାକେତ ଗୋଖଲେଙ୍କ ସମେତ ୬ଜଣଙ୍କ ନାମ ଘୋଷଣା କଲା ‘ଟିଏମ୍‌ସି’

ନୂଆଦିଲ୍ଲୀ: ବରିଷ୍ଠ ନେତା ଡେରେକ୍‌ ଓ’ବ୍ରାଏନ୍‌ ଏବଂ ସାକେତ ଗୋଖଲେଙ୍କ ସମେତ ଆଜି ‘ତୃଣମୂଳ କଂଗ୍ରେସ’ ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ୬ଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଜୁଲାଇ ୨୪ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ…

ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ

ଦେବଗଡ଼: ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ । ମୃତକ ଜଣକ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି…

ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧକ ଟଙ୍କାର ଔଷଧ

ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଚାହୁଁ ଚାହୁଁ ଜଳିଗଲା ଗୋଦାମ ଘର । ଗତକାଲି ରାତି ପ୍ରାୟ…

ଚନ୍ଦ୍ରଯାନ-୩ ପାଇଁ ଖର୍ଚ୍ଚ ହୋଇଛି ୬୧୫ କୋଟି ଟଙ୍କା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍‌ଲ ଏମ୍୩/ଏମ୍‌୪ (ଏଲ୍‌ଭି ଏମ୍‌୩/ଏମ୍‌୪)କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍‌ଡିଏସ୍‌ସି)ର ଲଞ୍ଚପ୍ୟାଡ୍‌କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏଲ୍‌ଭି ଏମ୍‌୩-ଏମ୍‌୪/ଚନ୍ଦ୍ରଯାନ-୩ ମିସନର…

ନ୍ୟୁଜ୍‌ ୧୮ର ୟୁସିସି ସର୍ଭେ: ଅଧିକାଂଶ ମୁସ୍‌ଲିମ୍‌ ଦେଲେ ସମର୍ଥନ

ନୂଆଦିଲ୍ଲୀ : ବିବାହ, ବିଚ୍ଛେଦ, ଉତ୍ତରାଧିକାରୀ ଗ୍ରହଣ ବିଷୟରେ ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଆଇନ ରହୁ ବୋଲି ୬୭.୨ ପ୍ରତିଶତ ମୁସଲିମ୍ ମହିଳା ଚାହୁଁଛନ୍ତି। ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ନ୍ୟୁଜ୍‌ ୧୮ ପକ୍ଷରୁ କରାଯାଇଥିବା ଏକ ମେଗା…

ଥାନା ଭିତରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ

ଭଦ୍ରକ: ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦ ନିଶାରେ ଗାଳିଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ…

ଫ୍ରାନ୍ସ ଠାରୁ ୨୬ ରାଫେଲ ଓ ୩ ବୁଡ଼ା ଯାହାଜ କିଣିବ ଭାରତ, ୯୦ ହଜାର କୋଟିର ହେବ ଡିଲ୍‌

ପ୍ୟାରିସ : ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ପ୍ରସ୍ତାବ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯିବ। ଏହି ଡିଲ୍‌…

ଅଶ୍ଳୀଳ ଫଟୋ ପାଇଁ ନାବାଳିକାକୁ ଦେଇଥିଲେ ୩୭ ଲକ୍ଷ, ବିବିସି ଆଙ୍କର ସସ୍‌ପେଣ୍ଡ

ନୂଆଦିଲ୍ଲୀ : ବିବିସି ଆଙ୍କରଙ୍କ ଉପରେ ଲାଗିଛି ସାଂଘାତିକ ଅଭିଯୋଗ । ଟଙ୍କାର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କଠାରୁ ଅଶ୍ଳୀଳ ଫଟୋ ସଂଗ୍ରହ ଅଭିଯୋଗରେ ତାଙ୍କୁ ଚାକିରିରୁ ବାହାର କରିଛି ସଂସ୍ଥା। ଗତ ୩ ବର୍ଷ ଧରି ଏପରି କାଣ୍ଡ ଚାଲିଥିବା…

ଆଗକୁ ବଡ଼ ବିପଦର ସାମ୍ନା କରିପାରେ ଦିଲ୍ଲୀ, ସତର୍କ ରହିବାକୁ ସୂଚନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ‌ରେ ପ୍ରବଳ ବର୍ଷା ଗତ ୫ଦଶନ୍ଧିର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଏଭଳି ବର୍ଷାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ରେଜିୱାଲ କହିଛନ୍ତି କି, ‘ଗତ କିଛି ବର୍ଷ ହେଲା ଏମିତି ଲଗାଣ ବର୍ଷା ହୋଇ…