୨୭ବର୍ଷ ବୟସରେ ପଦାର୍ପଣ କଲେ ବାଗେଶ୍ବର ବାବା
ନୂଆଦିଲ୍ଲୀ: ବାଗେଶ୍ବର ଧାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୨୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୁଲାଇ ୪ ତାରିଖରେ ତାଙ୍କର ଜନ୍ମଦିନ ଥିଲା। ଛତ୍ରପୁରଠାରୁ ୩୫କିମି ଦୂର ବାଗେଶ୍ବରରେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ଜନ୍ମଦିନ ପାଳନ ପରେ…
