2023

କୋଚିଂ ସେଣ୍ଟରରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀର ମୂଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଆଜି ନିଆଁ ଲାଗିଯାଇଛି। ଏଥିରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ…

ସାଇରନ ବଜାଇ ୪୦୦ ଗାଡ଼ି ଧରି କଂଗ୍ରେସକୁ ଗଲେ ବିଜେପି ନେତା

ଭୋପାଲ : ମଧ୍ୟପ୍ରଦେଶରେ ଆଜି ଗୋଟିଏ ଅଜବ ଘଟଣା ଘଟିଛି। ବେଶ ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ଜଣେ ବିଜେପି ନେତା। ସେ ଏହି ଘର ବାହୁଡ଼ାକୁ ଅଧିକ ଆକର୍ଷଣୀୟ ତଥା ସ୍ମରଣୀୟ କରିବା ପାଇଁ ଦୀର୍ଘ ୩୦୦ କିମି ବାଟ…

ଟ୍ରକ୍-ହାତୀ ଧକ୍କା: ୩ ହାତୀଛୁଆ ମୃତ; ଟ୍ରକ୍‌ ଚୂର୍‌ମାର୍‌

ଚିତ୍ତୂର: ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା ଯୋଗୁଁ ୩ଟି ହାତୀଛୁଆଙ୍କର ମୃତ୍ୟୁ ଘଟିଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ ଅନ୍ତର୍ଗତ ଜାଗମର୍ଲା…

ଜାତୀୟ ଜଳ ପୁରସ୍କାର: ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିବ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଦାନ କରାଯିବାକୁ ଥିବା ଜାତୀୟ ଜଳ ପୁରସ୍କାର ନିମନ୍ତେ ମଧ୍ୟପ୍ରଦେଶ ଶ୍ରେଷ୍ଠ ରାଜ୍ୟ ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ…

ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ୍ ଆରମ୍ଭ, ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ : ଆଇଏମଡି

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି । ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି…

ସଂସଦ ଭବନ ଭିତରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ସାଂସଦ

ନୂଆଦିଲ୍ଲୀ: ଜଣେ ଅଷ୍ଟ୍ରେଲିଆ ମହିଳା ସାଂସଦ ବଡ଼ବଡ଼ ପଦବୀରେ ଥିବା ପୁରୁଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ସଂସଦ ଭବନରେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଛି। ମୁଁ ସମ୍ପୂର୍ଣ୍ଣ ଭୟଭୀତ ଅଛି। ଏହି କୋଠା, ଏହି ସ୍ଥାନ…

ଆଗୁଆ ନିର୍ବାଚନ ହେବା ନେଇ ଗୁଜବ କରୁଛନ୍ତି ନୀତୀଶ : ବିଜେପି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ବୁଧବାରଦିନ ଆଶଙ୍କା ପ୍ରକାଶ କରିଥିଲେ ଓ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୀତୀଶ କୁମାରଙ୍କ ଏହି ବୟାନର ଜବାବ ଦେଇଛି ବିଜେପି…

ପ୍ରତିଦିନ ଗଙ୍ଗାଙ୍କ ଆଳତୀ କରୁଥିବା ବାଳକ ନିଟ ପରୀକ୍ଷାରେ ହେ‌ଲେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ବସବାସ କରୁଥିବା ବିଭୁ ଉପାଧ୍ୟାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭୁ ନିକଟରେ ନିଟ ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ନିଟ ପରୀକ୍ଷାରେ ୬୨୨ନମ୍ବର ହାସଲ କରିଛନ୍ତି। ବିଭୁ ଏହି ସଫଳତା ପାଇଁ ଏବେ ଚର୍ଚ୍ଚାକୁ…

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ସହଯୋଗୀ ଅବତାର ଆଖି ବୁଜିଲା

ଚଣ୍ଡୀଗଡ଼ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ମୌଳବାଦୀ ବିଚାରଧାରା ରଖିଥିବା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ଅବତାର ସିଂହ ଖାଣ୍ଡାର ଆଜି ମୃତ୍ୟୁ ହୋଇଛି। ବ୍ରିଟେନର ଗୋଟିଏ ହସ୍ପିଟାଲରେ ଅବତାର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି। ସୋମବାର…

ଫେସ୍‌ବୁକ୍‌କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ତାଗିଦ

ବେଙ୍ଗାଲୁରୁ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନାଲି ଆଖି ଦେଖାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଭାରତରେ କମ୍ପାନୀର ସମସ୍ତ କାର୍ଯ୍ୟକଳାପକୁ ଦରକାର ପଡ଼ିଲେ କୋର୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି। ସାଉଦି ଆରବ ଜେଲରେ ବନ୍ଦୀ ହୋଇ ରହିଥିବା ଜଣେ ଭାରତୀୟଙ୍କ…