2023

କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଚାଲିବ ଯୌନ ନିର୍ଯାତନା ମାମଲା, ପୋକ୍ସୋ ମାମଲା ହଟିବ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ବା ପିଛା କରିବା ମାମଲା ଚାଲିବ। ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି…

ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଏହି ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ସମାରୋହର ନେତୃତ୍ୱ ନେବେ…

ବାହାନଗା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କ ସହାୟତା ଲାଗି ୫୦ଲକ୍ଷ ଟଙ୍କା ପ୍ରଦାନ କଲେ ଶ୍ରୀଶ୍ରୀଆଚାର୍ଯ୍ୟଦେବ

ଦେଓଘର: ଓଡ଼ିଶାର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବହୁ ପରିବାର ଉଜୁଡ଼ି ଯାଇଛି। ବହୁ ଶିଶୁ ଅନାଥ ହୋଇ ଯାଇଛନ୍ତି। ଏଭଳି ଅପୂରଣୀୟ କ୍ଷତିର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି…

ମା’ର ଆଖି ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର, ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ: ଆଜି ସକାଳେ ବ୍ରାହ୍ମଣୀ ନଦୀ କୂଳରୁ ଜଣେ ନାବାଳକକୁ କୁମ୍ଭୀର ଝାମ୍ପିନେଇଥିବାର ଖବର ମିଳିଛି। ପରେ ଉକ୍ତ ନାବାଳକର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା…

ନନ୍ଦନକାନନରେ ପହିଲି ରଜରେ ବୁଲିଲେ ୧୨,୮୩୬ ପର୍ଯ୍ୟଟକ

ବାରଙ୍ଗ: ଗତ ବର୍ଷ ତୁଳନାରେ ଚଳି ବର୍ଷ ପହିଲି ରଜରେ ପର୍ଯ୍ୟଟକ ସଂଖ୍ୟା କମ୍ ହୋଇଛନ୍ତି। ଏଥର ପହିଲି ରଜରେ ମାତ୍ର ୧୨୮୩୬ ଖଣ୍ଡ ଟିକେଟ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଗତ ବର୍ଷର ପହିଲି ରଜର ଟିକେଟ ବିକ୍ରିଠାରୁ…

‘ମୋ ବସ୍‌’ରୁ ଡ୍ରାଇଭରଙ୍କୁ ଭିଡ଼ିନେଇ ନିସ୍ତୁକ ପିଟିଲେ ୬ ଯୁବକ

ନିମାପଡ଼ା: କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ବାରା ପରିଚାଳିତ ‘ମୋ ବସ୍‌’ର ଜଣେ ଡ୍ରାଇଭରଙ୍କୁ ଆଜି ସନ୍ଧ୍ୟା ସମୟରେ ୬ ଜଣ ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି। ଯୁବକମାନେ ଡ୍ରାଇଭରଙ୍କୁ ବସ୍‌ ଭିତରୁ ବଳପୂର୍ବକ ଭିଡ଼ିନେଇ ମାଡ଼ ମାରିଥିବା ନେଇ…

୧୧ କେଭି ବିଦ୍ୟୁତ୍ ତାର ଲାଗି ଚାଲିଗଲା ହାତୀର ଜୀବନ

କଣ୍ଟାମାଳ :୧୧ କେଭି ବିଦ୍ୟୁତ ତାର ନେଲା ଦନ୍ତା ହାତୀର ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ପଞ୍ଚାୟତର ଘୁଚାଙ୍ଗି ଗାଁ ପାଖ ଜଙ୍ଗଲରେ ମୃତ ହାତୀଟି ଉଦ୍ଧାର ହୋଇଛି। ଲୋକେ ଶୌଚ ଲାଗି ଯାଇଥିବା ବେଳେ ହାତୀ ମରିପଡ଼ିଥିବା…

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି। ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର…

ଆଗାମୀ ୫ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ସଂପ୍ରତି ଅସହ୍ୟ ଗ୍ରାଷ୍ମପ୍ରବାହ ଓ ତାତିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ନିକଟ ଭବିଷ୍ୟତରେ ଏଥିରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ। ଆସନ୍ତା ୫ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ତେବେ,…

ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍‌ ହେଉଛି

ଭୁବନେଶ୍ବର : କାଷ୍ଟିଂ କାଉଚ୍‌କୁ ଓଲିଉଡରେ ସୃଷ୍ଟି ହୋଇଛି ଝଡ଼। ଅଭିନେତ୍ରୀ ପ୍ରକୃତି ମିଶ୍ର, ଯସ୍ମିନ ରଥ ଓ ପୁପୁଲ୍ ଭୁୟାଙ୍କ ପରେ ମୁହଁ ଖୋଲିଛନ୍ତି ରାଣୀ ପ୍ରିୟଦର୍ଶିନୀ। ସେ କହିଛନ୍ତି, ଓଲିଉଡରେ ଶହେରୁ ଶହେ ଏକ ପ୍ରତିଶତ କାଷ୍ଟିଂ କାଉଚ୍‌…