ଲାଇନ୍ କାଟିବାକୁ ଧମକ ଦିଆଯାଉଛି, ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି: ପିସିସି ସଭାପତି
ଭୁବନେଶ୍ବର: ପ୍ରବଳ ଖରା ଯୋଗୁଁ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି। ସହରାଞ୍ଚଳରେ ସ୍ଥିତି ଏକ ପ୍ରକାର ଠିକ୍ ଥିବା ବେଳେ ଗ୍ରାମାଞ୍ଚଳରେ ଏହାର ଓଲଟା। ବିଜୁଳି ସମସ୍ୟା ନେଇ କଂଗ୍ରେସ ରାଜରାସ୍ତାକୁ…
