ଜିତିଲା ଆରସିବି, ସିରାଜଙ୍କୁ ୪ ୱିକେଟ

କ୍ରମାଗତ ୨ଟି ପରାଜୟ ପରେ ଆଜି ପଞ୍ଜାବ କିଙ୍ଗସକୁ ୨୪ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବା ଆରସିବି। ଆଜି ନିୟମିତ ଅଧିନାୟକ ଫାଫ ଡୁପ୍ଲେସିସ ଖେଳୁଥିଲେ ମଧ୍ୟ ବିରାଟ କୋହଲି ଆରସିବିର କ୍ୟାପ୍ଟେନ୍ସି କରିଥିଲେ। ସେ ଚଳିତ ବର୍ଷ…

ଆତଙ୍କୀ ହମଲା ପରେ ସେନା ଟ୍ରକ୍‌ରେ ଲାଗିଥିଲା ନିଆଁ, ୫ ଯବାନ ସହିଦ

ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନା ଟ୍ରକ୍‌ରେ ଆପେଆପେ ଜଳି ନଥିଲା। ଆତଙ୍କବାଦୀମାନେ ହିଁ ହମଲା କରିବା ପରେ ସେନା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ…

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ଗତ ଫେବ୍ରୁଆରି ୨୮ରେ ଲୋୟର୍‌ ପିଏମ୍‌ଜିଠାରେ ‌ବିକ୍ଷୋଭ ବେଳେ ହିଂସା ଘଟାଇବା ଅଭିଯୋଗ ନେଇ ଦାୟର୍‌ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ୍‌ ସଙ୍ଗମ୍‌ କୁମାର…

ରସୁଲଗଡ଼ରେ ରେଷ୍ଟୁରାଣ୍ଟ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି। ଥାନା ନିକଟରେ ବୋମାମାଡ଼ ହୋଇଛି। ରସୁଲଗଡ଼ ଛକ ଉପରେ ଥିବା ହୋଟେଲ ଉର୍ମୀ ଉପରକୁ ଏହି ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜ ଉପରୁ ହୋଟେଲ ଉପରକୁ ବୋମାମାଡ଼…

୨୩ରୁ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ଆସନ୍ତା ୨୩ ତାରିଖରୁ ପବିତ୍ର ଚନ୍ଦନଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ଯାହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ…

ଭଗବାନ ଶିବଙ୍କ ପାଦ ଚିହ୍ନ

ସନାତନ ଧର୍ମରେ ଭଗବାନ ଶିବ ତ୍ରିଦେବଙ୍କ ମଧ୍ୟରୁ ଜଣେ। ସେ ଆଜି ବି କୈଳାସ ପର୍ବତରେ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଶିବଙ୍କୁ ସଂହାରକର୍ତ୍ତା ବୋଲି ମଧ୍ୟ କୁହାଯାଏ। ଭଗବାନ ଶିବ କୈଳାସ ପର୍ବତରେ ବାସ କରି ମଧ୍ୟ ଆକାଶ…