ବକ୍ସର-ଟାଟା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
ଜାମତାରା : ଟ୍ରେନର ଏକ ବଗିରେ ହଠାତ୍ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଜାମତାରା ଜିଲ୍ଲାରେ । ବକ୍ସର -ଟାଟା ସୁପରଫାଷ୍ଟ ନାମକ ଟ୍ରେନ ଆଜି ବଡ଼ ଦୁର୍ଘଟଣାରୁ ଟଳି…
ଜାମତାରା : ଟ୍ରେନର ଏକ ବଗିରେ ହଠାତ୍ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଯାତ୍ରୀ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଜାମତାରା ଜିଲ୍ଲାରେ । ବକ୍ସର -ଟାଟା ସୁପରଫାଷ୍ଟ ନାମକ ଟ୍ରେନ ଆଜି ବଡ଼ ଦୁର୍ଘଟଣାରୁ ଟଳି…
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 1086 ରେ ଜଣେ ଯାତ୍ରୀ କକପିଟ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ନେଇ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ଭୟଭୀତ ହୋଇଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର…
ପାକିସ୍ତାନ : ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ ବାୟୁସେନା । ପାକିସ୍ତାନୀ ସେନା ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିବାରୁ ଶିଶୁ ଏବଂ ମହିଳା ସମେତ ୩୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ପାକିସ୍ତାନୀ ବାୟୁସେନା…
ଅରୁଣାଚଳ ପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ…
ଗୁଜରାଟ : ସମୁଦ୍ର ମଝିରେ ଭୟଙ୍କର ନିଆଁ । ସମୁଦ୍ର ମଝିରେ ଥିବା ଜାହାଜ ହୁତୁହୁତୁ ହୋଇ ଜଳୁଛି । ଗୁଜରାଟ ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ । ସୁଭାଷନଗର ଜେଟିରେ କାର୍ଗୋ ସିପରେ ନିଆଁ ଲାଗିଯାଇଥିଲା ।…
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ପାଣି ଟ୍ୟାଙ୍କର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ…
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି । ଏହି ଗସ୍ତକୁ ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ତାଙ୍କ…
ପାଲେଷ୍ଟାଇନକୁ ମିଳିଲା ସ୍ବାଧୀନ ରାଷ୍ଟ୍ରର ମାନ୍ୟତା । ଅଷ୍ଟେଲିଆ, ବ୍ରିଟେନ୍ ଓ କାନାଡା ମିଳିତ ଭାବେ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏନେଇ ଏକ ଘୋଷଣାପତ୍ର ଜାରି କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିସ୍ ।…
ଜଳେଶ୍ବର: ଜଳେଶ୍ବରରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । କାନ୍ଥ ଭୁଶୁଡ଼ି ଦମ୍ପତି ମୃତ ଏବଂ ଝିଅ ଗୁରୁତର। ଜଳେଶ୍ବର ବସ୍ତା ଥାନା ମହାଦେବ ସରାଇ ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ । ଘଟଣାସ୍ଥଳରେ…
ଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲା ଚୌଦ୍ଵାର ଥାନାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସର ଅମାନୁଷିକ ମାଡ଼ ସହି ନ ପାରି ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ତାଙ୍କ…