2025

ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରିବା ଘଟଣାକୁ ଖଣ୍ଡନ କଲେ ସରକାର

ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରାଯାଇଥିବା ନେଇ ବ୍ରିଟିଶ ଗଣମାଧ୍ୟମ ଦାବି କରିଥିଲା। ବ୍ରିଟିଶ ଗଣମାଧ୍ୟମର ଏହି ଦାବିକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରି କହିଛି, ‘ଯେ…

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

ଲଣ୍ଡନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁକ୍ତରାଜ୍ୟ ( ବ୍ରିଟେନ) ଗସ୍ତ ସମୟରେ ଗୁରୁବାର ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷରିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗ୍ରାମୀଣ ବାସଭବନ ଲଣ୍ଡନ ନିକଟସ୍ଥ…

କନ୍ନଡ ଅଭିନେତାଙ୍କ ଜାମିନକୁ ନେଇ ହାଇକୋର୍ଟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ରେଣୁକାସ୍ୱାମୀଙ୍କୁ ଅପହରଣ କରି ନିର୍ଯାତନା ଦେବାପରେ ହତ୍ୟା କରିବା ଅଭିଯୋଗରେ ଦର୍ଶନଙ୍କୁ ଗତ ବର୍ଷ ଜୁନ୍ ମାସରେ ଗିରଫ…

ଏବେ ହେମନ୍ତଙ୍କ ପାଳି: ଆରଜେଡିକୁ ଏତିକି ଆସନ ମାଗିଲା ଜେଏମଏମ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ନେଇ ଯଦିଓ କୌଣସି ଘୋଷଣା ହୋଇନାହିଁ, ତେବେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରସ୍ତୁତି ଜୋରସୋରରେ କରୁଛନ୍ତି | ବିଶେଷ କରି ବିରୋଧୀ ଦଳଗୁଡ଼ିକର ମହାଗଠବନ୍ଧନରେ ଆଲୋଚନା ତୀବ୍ର ହୋଇଛି। ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନରେ ଆସନ ବଣ୍ଟନ…

ଶୁକ୍ରବାର ‘ଓଡ଼ିଶା ଟେକ୍ସ ୨୦୨୫’ : ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ବର ୨୪।୭: ରାଜଧାନୀରେ ଆରମ୍ଭ ହେବ ଓଡ଼ିଶା ଟେକ୍ସ ୨୦୨୫ । ଶୁକ୍ରବାର ଲୋକସେବା ଭବନର କନଭେସନ ହଲ୍‌ରେ ହେବ ଓଡ଼ିଶା ଟେକ୍ସ ୨୦୨୫ । ବିଭିନ୍ନ ଇଣ୍ଡଷ୍ଟ୍ରି ଇନଭର୍ଟର ଯୋଗ ଦେବେ । ଓଡ଼ିଶାର ଭିତ୍ତିଭୂମି ସମ୍ପର୍କରେ ଅଧିକ ସୁଯୋଗ…

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ସରପଞ୍ଚ

ଭୁବନେଶ୍ବର ୨୪।୭: ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବ୍ରଜରାଜନଗରର ୧୦ ଜଣ ସରପଞ୍ଚ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ…

ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ସରକାରୀ ସମ୍ପତ୍ତି ନଷ୍ଟ କରିବାର ଅଧିକାର ନାହିଁ

ଭୁବନେଶ୍ବର ୨୪।୭: ଛାତ୍ର କଂଗ୍ରେସ ଆନ୍ଦୋଳନ ବେଳେ ଭୁବନେଶ୍ୱର ରାଜରାସ୍ତାରେ ବାଡ଼ ଭାଙ୍ଗିବା ଘଟଣା । ଆନ୍ଦୋଳନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବିଭାଗ । ଏନେଇ ବିଚାର ବିମର୍ଶ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ମାର୍ଟସିଟି ଲିମିଟେଡ଼ ।…

କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ : FM ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ବର ୨୪।୭: ରାଜ୍ୟ କଂଗ୍ରେସ ତରଫରୁ ପାଳିତ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ । ବାଲେଶ୍ବର ଏଫ୍‌ଏମ୍‌ ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି ।…

ପ୍ରାଚୀନ ଶିବ ମନ୍ଦିରକୁ ନେଇ କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଭୀଷଣ ଯୁଦ୍ଧ

ବ୍ୟାଙ୍କକ୍ : ୟୁକ୍ରେନ-ରୁଷ, ମଧ୍ୟପୂର୍ବରେ ସଂଘର୍ଷ ଜାରି ରହିଥିବାବେଳେ ବିଶ୍ବର ଆଉ ଏକ ଅଂଚଳରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ତାହା ହେଉଛି ଦକ୍ଷିଣ-ପୂର୍ବ ଏସିଆ । ବିଗତ କିଛି ଦିନ ହେଲା କାମ୍ବୋଡିଆ ଓ ଥାଇଲାଣ୍ଡ ମଧ୍ୟରେ ଚାଲିଆସିଥିବା ଉତ୍ତେଜନା…

ରାଜ୍ୟସଭାରୁ ଅବସର ନେଉଥିବା ୬ ସଦସ୍ୟଙ୍କୁ ବିଦାୟୀ ସମ୍ୱର୍ଦ୍ଧନା , ଜଣେ ସାଂସଦଙ୍କ ଫେରିବା ନିଶ୍ଚିତ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ବେଳେ ପୂର୍ବତନ ଉପରାଷ୍ଟ୍ରପତି ଜଗଦିପ୍‌ ଧନଖଡଙ୍କ ଇସ୍ତଫାରେ ରାଜ୍ୟସଭା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁରୁବାର ଉପର ସଦନରେ ସେହି ୬ ସଦସ୍ୟଙ୍କୁ ବିଦାୟୀ ଦିଆଯାଇଛି, ଯାହାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଉପାଧ୍ୟକ୍ଷ ହରିବଂଶ ଏହି ପୂରା…