2025

୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ଏହାର ପ୍ରତିବାଦରେ ଜୁନ୍ ୨୫ ତାରିଖ…

ପୁଣି ଫର୍ଡୋ ଆଣବିକୁ କେନ୍ଦ୍ର ଉପରେ ଆକ୍ରମଣ କଲା ଇସ୍ରାଏଲ

ତେହେରାନ: ଆମେରିକାର ବିମାନ ଆକ୍ରମଣ ପରେ ଇସ୍ରାଏଲ ମଧ୍ୟ ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରିଛି। ଇରାନର ସମାଚାର ଏଜେନ୍ସି ତସନିମର ରିପୋର୍ଟ ଅନୁଯାୟୀ, କୋମ୍ ପ୍ରଦେଶର ବିପର୍ଯ୍ୟୟ ପରିଚାଳନା ମୁଖ୍ୟାଳୟ କହିଛି ଯେ ଇସ୍ରାଏଲୀ ସେନା…

୪ ହଜାର ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ ନଷ୍କ୍ରିୟ ହେବାରେ ଲାଗିଛି କରୋନା। ପୂରା ଦେଶବାସୀଙ୍କ ପାଇଁ ଏହା ଏକ ସୁଖବର। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ସୋମବାର (ଜୁନ୍ ୨୩) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୪,୪୨୫କୁ…

ଶକ୍ତିଶାଳୀ ‘ଖୈବର୍‌ ଶାକାନ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ

ତେହରାନ: ଇରାନ ଆଜି ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍‌ ଶାକାନ୍‌’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ଅତ୍ୟାଧୁନିକ ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥା ଏହି କ୍ଷେପଣାସ୍ତ୍ରକୁ ରୋକିବାରେ ବିଫଳ ହୋଇଛି। ଏକ ଐତିହାସିକ ଇହୁଦୀ ଦୁର୍ଗର…

ଇରାନ ଉପରେ ଆମେରିକାର ଆକ୍ରମଣ; ସେୟାର୍‌ ମାର୍କେଟ ଉପରେ ପଡ଼ିଲା ପ୍ରଭାବ

ନୂଆଦିଲ୍ଲୀ: ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ତୀବ୍ର ହୋଇଛି। ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ଖୋଲିଥିଲା ​​କିନ୍ତୁ ଶୀଘ୍ର ୮୦୦ ରୁ ଅଧିକ ହ୍ରାସ ପାଇଥିଲ। ଏପଟେ ନିଫ୍ଟି…

ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ବିପଦରେ ପଡିବେ ଏହିସବୁ ଦେଶ

ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ…

ଖାମେନିଙ୍କୁ ହତ୍ୟା ଚିନ୍ତା, ବାଛିଲେ ୩ ସାମ୍ଭାବ୍ୟ ଉତ୍ତରାଧିକାରୀ

ତେହେରାନ : ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଥିବାବେଳେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନି ନିଜର ଉତ୍ତରାଧିକାରୀ ଚୟନ କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ସେ ୩ ଜଣ ସାମ୍ଭାବ୍ୟ ଉତ୍ତରାଧିକାରୀଙ୍କ ନାମ ସାମ୍ନାକୁ ଆଣିଛନ୍ତି। ଏହି ୩ ଜଣଙ୍କ…

ଇରାନ ଉପରେ ଆମେରିକାର ବିମାନ ଆକ୍ରମଣକୁ ଚୀନ୍ ର ନିନ୍ଦା

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ହଠାତ୍ ଏକ ନୂତନ ମୋଡ଼ ନେଇଛି। ଇସ୍ରାଏଲ ସହିତ, ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରିଛି। ଇରାନ ଉପରେ ଆମେରିକାର ଆକ୍ରମଣରେ ଚୀନ୍ ବହୁତ କ୍ରୋଧିତ ହୋଇଛି। ଇରାନ ଉପରେ ଆମେରିକାର ବିମାନ ଆକ୍ରମଣକୁ ଚୀନ୍…

ଗାଜାରୁ ମିଳିଲା ୩ ଇସ୍ରାଏଲୀ ବନ୍ଧକଙ୍କ ମୃତଦେହ

ଗାଜା: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଇସ୍ରାଏଲୀ ସେନା ଗାଜାରେ ବନ୍ଧକ ରଖାଯାଇଥିବା ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସେନା ଅନୁଯାୟୀ, ମୃତ ବନ୍ଧକମାନେ ହେଲେ ଜୋନାଥନ ସାମେରାନୋ (୨୧), ଓଫ୍ରା କେଦାର (୭୦) ଏବଂ ସେ ଲେଭିନସନ…

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି: ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଯୋଗଦେଇ କହିଥିଲେ, ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ହେଉଛି। ପୂର୍ବ ସରକାରରେ ଗରିବ, କୃଷକ କେନ୍ଦ୍ରୀୟ ଯୋଜନାର ଲାଭ ପାଉନଥିଲେ। ଆଜି ଏହାର ଜବାବ ଦେଇ ବିଜେଡି…