କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡରେ ଗୁପ୍ତକାଶୀରୁ କେଦାରନାଥ ଧାମକୁ ଉଡ଼ାଣ ଭରୁଥିବା ଆର୍ଯ୍ୟାନ ଆଭିଏସନ୍ର ହେଲିକପ୍ଟର ଗୌରୀକୁଣ୍ଡ-ସୋନପ୍ରୟାଗ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ୍ଙ୍କ ସମେତ ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି।…
