2025

ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗିରରେ ସର୍ବାଧିକ ୩୭୨୯…

ମନ୍ତ୍ରୀଙ୍କ ଘୋଷଣା; ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତରେ ସଡ଼କ ସୁରକ୍ଷାକୁ ସୁଦୃଢ଼ ​​କରିବା ଲକ୍ଷ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଏଣିକି ପ୍ରତ୍ୟେକ ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା…

ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀଡ଼ିତା

ଜଳେଶ୍ୱର : ଲଭ୍ , ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ । ପୋଲିସ ଏସଆଇକୁ ଗିରଫ କଲା ପୋଲିସ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଗତ ୩ ବର୍ଷରେ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି ପୂର୍ବ ସରକାର

ଭୁବନେଶ୍ଵର: ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ମଦ ନେଉଛି ହଜାର ହଜାର ଜୀବନ । ନିଶାର ହବ୍ ସତେ ପାଲଟିଛି ଓଡିଶା । ତେବେ ରାଜ୍ୟରେ ପୂର୍ବ ସରକାର ସମୟରେ ମଦ ପିଇ ୫୨ ଜଣ ଲୋକ…

ମିଆଁମାରରେ ପୁଣି ଭୂମିକମ୍ପ; ୫.୧ ତୀବ୍ରତାରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ମିଆଁମାରରେ ପୁଣି ଭୂମିକମ୍ପ ଝଟକା । ୫.୧ ତୀବ୍ରତାରେ ଥରିଲା ରାଜଧାନୀ ସମତେ ଅନେକ ଅଞ୍ଚଳ । ଏହାର କେନ୍ଦ୍ରସ୍ଥଳ ନାପିଡୋ ସହରରେ ରହିଛି । ଲଗାତାର ଭୂମିକମ୍ପ ଅନୁଭୂତ ହେଇଥିବାରୁ ଭୟଭୀତ ହୋଇଛନ୍ତି ଲୋକେ । ଘରଦ୍ବାର ଛାଡ଼ି…

୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି

ଭୁବନେଶ୍ୱର : ୩ ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ ରାଜ୍ୟସରକାର । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ…

ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ଭୁବନେଶ୍ୱର : ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି । ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଗତକାଲି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୧୬ ନକ୍ସଲ

ନୂଆଦିଲ୍ଲୀ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଛତିଶଗଡ ସୁକମା ଜିଲ୍ଲା ଅପମ୍ପଲି ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ…

ଟଙ୍କା ଦିଅ ଶିଶୁ ନିଅ ଘଟଣା: ୨ସହାୟକ ବହିଷ୍କୃତ, ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କ ବଦଳି

ସୁନ୍ଦରଗଡ:ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡୁନଥିବା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଭୂତିଭୂଷଣ…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ

ଗୁଣପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟର ଗିରଫ । ଗିରଫ ଫରେଷ୍ଟର ହେଲେ ନରସିଂହ ଶତପଥୀ । ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର…