ନିଜ ଭାଇଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ

ଭୁବନେଶ୍ବର ୨୫।୧: ଦାଣ୍ଡରେ ପଡ଼ିଲା ସୁରଙ୍କ ଘର କଳି । ବଡ଼ ଭାଇଙ୍କ ଉପରେ ବର୍ଷିଲେ ସାନ ଭାଇ ମନ୍ମଥ । ନିଜ ଭାଇଙ୍କ ବିରୁଦ୍ଧରେ ବିଶୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । କହିଲେ ସୁର ରାଉତରାୟଙ୍କ…

ସାମୂହିକ ଶପଥପାଠ କରାଇଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ…

ସରକାରଙ୍କ ପ୍ରତିଶ୍ରୁତି: ବଣ୍ଡାଙ୍କ କୁଡ଼ିଆ ଘର ହେବ ପକ୍କା ଘର

ମାଲକାନଗିରି: ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଉନ୍ନତି ନେଇ ରାଜ୍ୟ ସରକାର ବହୁ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଆଜି ବି ଏହି ଜନଜାତି ଆଧୁନିକ ସଭ୍ୟତା ଠାରୁ ବହୁ ଦୁରରେ ରହିଛନ୍ତି। ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତର ୩୧ଟି ଗ୍ରାମରେ…

ପୁଲିସ୍‌ ଡିଜି-କୋଷ୍ଟଗାର୍ଡ ଏଡିଜି ବୈଠକ: ତଟ ସୁରକ୍ଷା ପାଇଁ ଗଠନ ହେବ ‘ବୋର୍ଡ’

ଭୁବନେଶ୍ବର: ତଟସୁରକ୍ଷାକୁ ନେଇ କୋଷ୍ଟଗାର୍ଡ ଓ ଓଡିଶା ପୁଲିସର ଅଫିସର୍‌ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୋର୍ଡ ଅଫ୍ ଅଫିସର୍‌ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀମାନେ ସଂପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିବେ। ଉପକୂଳ ସୁରକ୍ଷା ପାଇଁ…

ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା ବିଜେପି

ଭୁବନେଶ୍ବର: ତୃଣମୂଳ ସ୍ତରରେ ସଂଗଂନକୁ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି। ବିଜେପି କଟକ ଜିଲ୍ଲା ପାଇଁ ସୁକାନ୍ତ ବିଶ୍ୱାଳଙ୍କୁ ସଭାପତି କରିଛି। ଦେବେନ୍ଦ୍ର ନାଥଙ୍କୁ ପୁରୀ,…

ସରକାର କରିବେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ, ଖର୍ଚ୍ଚହେବ ୯୬୫୨କୋଟି

ଭୁବନେଶ୍ବର : ମୋହନ ମାଝୀଙ୍କ ସରକାର ୫ବର୍ଷ ମଧ୍ୟରେ ରାଜ୍ୟରେ ୩.୯୧ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବେ । ଏଥିପାଇଁ ୯୬୫୨.୨୪କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଖର୍ଚ୍ଚ କରିବେ । ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’…

ଆମେରିକା ଛାଡ଼ିବେ ୧୮ ହଜାର ଭାରତୀୟ

ବେଆଇନ ପ୍ରବାସୀ ମାମଲାରେ ପ୍ରବାସୀଙ୍କ ମାମଲାରେ ଭାରତର ଆଭିମୁଖ୍ୟ ସ୍ଥିର ଏବଂ ନୀତିଗତ ରହିଛି। ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ଫେରାଇ ନେବାକୁ ଦେଶ ପ୍ରସ୍ତୁତ ଅଛି। ତେବେ ସେମାନେ ଭାରତୀୟ ନାଗରିକ ହୋଇଥିବା ସ୍ପଷ୍ଟ ହେବା ଦରକାର। ଆମେରିକା…

ଶୀଘ୍ର ପିସିସି ସଭାପତିଙ୍କ ନାମ ଘୋଷଣା କରାଯାଉ : ସୋଫିଆ ଫିର୍ଦୋସ

କଟକ : ରାଜ୍ୟର ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସଭାପତି କିଏ ହେବ ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ରାଜ୍ୟର ପରବର୍ତ୍ତୀ ବିଜେପି ସଭାପତି କିଏ ହେବ ? ନିର୍ବାଚନ ପରଠାରୁ ଗତ ୭ ମାସ ହେଲା…

୧୧ ଶହ ଟଙ୍କା ପାଇଁ ନିଜ ଭୋଟକୁ ବିକ୍ରି କରନାହିଁ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତେବେ ନିଜର ଭୋଟ ବିକ୍ରି କରିବା ବଦଳରେ ବିକାଶ ପାଇଁ…

୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ଆସନ୍ତା ୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି।…