ଟୋରେସ ପୋଞ୍ଜି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ED କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ ଓ ଜୟପୁରର ୧୦ରୁ ଅଧିକ ସ୍ଥାନରେ ଚଢଉ
ମୁମ୍ବାଇ ୨୩।୧ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଟୋରେସ ନିବେଶ ନାମକ ଏକ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ମାମଲାରେ ଅନେକ ନିବେଶକ କଥିତ ରୂପେ ଠକେଇର ଶିକାର ହୋଇଛନ୍ତି। ଏଥି ପାଇଁ ମୁମ୍ବାଇ ଓ ଜୟପୁରର ୧୦ରୁ ୧୨ଟି…
