2025

RTO ଅଫିସ ଆଗରେ ଦଲାଲଗିରି, ୯ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି । ୯ଜଣ ଦଲାଲଙ୍କୁ ବାନ୍ଧିବା କମିସନରେଟ ପୋଲିସ । ଆରଟିଓ ଭୁବନେଶ୍ୱର ୧ ଆଗରେ ଦଲାଲରାଜ କରୁଥିବା 9ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ । ୯ଟି ଲାପଟପ୍ ସହ…

ଯୁବତୀଙ୍କୁ ପ୍ରେମ ପ୍ରତାରଣା: ଏୟାର ଫୋର୍ସ ଯବାନ ଗିରଫ

ଭୁବନେଶ୍ବର: ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା । ବନ୍ଧା ହେଲେ ଏୟାର ଫୋର୍ସର ଯବାନ । ଗୋଲକ ବିହାରୀ ଦିକ୍ଷିତଙ୍କୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କଲା ବଡଗଡ ଥାନା ପୋଲିସ । ଗିରଫ ଯବାନଙ୍କ ଘର ନୟାଗଡ଼ା ଇଟାମାଟି…

ଆନ୍ଧ୍ର-ଓଡ଼ିଶା ସୀମାରେ ସର୍ଚ୍ଚ ଅପରେସନ, ବନ୍ଧା ହେଲେ ୫୦ ମାଓବାଦୀ

ଭୁବନେଶ୍ବର: ୫୦ ମାଓବାଦୀ ଗିରଫ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର…

ସୀମାନ୍ତ ଆନ୍ଧ୍ର ଜଙ୍ଗଲରେ ଏନକାଉଣ୍ଟର, ୭ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ମାରେଡମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର । ୭ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଏନକାଉଣ୍ଟରରେ ଟପ ମାଓବାଦୀ ଶଙ୍କର…

ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗାଁରେ ଅଭାବନୀୟ ଘଟଣା ଘଟିଛି। ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତକ ମୁସୁମାହା…

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ । ଚତୁର୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି…

ନକଲି ଘିଅ କାରଖାନାରେ ଚଢଉ

କଟକ : ପୁଣି ନକଲି କାରଖାନା । ଲୋଗୋ ଅସଲି , ଜିନିଷ ନକଲି । କଟକ ସଦର ଥାନା ବାଲିକୁଦାରେ ନକଲି ଘିଅ କାରଖାନା ଠାବ ହୋଇଛି । ନକଲି କାରଖାନା ଚାଲୁଥିବା ଖବର ପାଇ କଟକ CMC ପକ୍ଷରୁ…

ରିପୋର୍ଟିଂ ବେଳେ ଘରୋଇ ଟିଭି ଚ୍ୟାନେଲ ସାବଧାନତା ଅବଲମ୍ବନ କରନ୍ତୁ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭୁବନେଶ୍ୱର : ଘରୋଇ ଟିଭି ଚ୍ୟାନେଲଗୁଡିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସମ୍ବେଦନଶୀଳ ଘଟଣାଗୁଡିକ ଉପରେ ରିପୋର୍ଟିଂ ବେଳେ ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି । ଲାଲ୍ କିଲ୍ଲା ବିସ୍ଫୋରଣ ଭଳି ପ୍ରସାରଣ ବେଳେ ହିଂସାକୁ ଯଥାର୍ଥ…

୧୯ରେ ଭାରତ ଅଣାଯିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବୋଲି ବିବେଚିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ବୁଧବାର (୧୯ ନଭେମ୍ବର, ୨୦୨୫) ଭାରତ ଅଣାଯିବ। ଦିଲ୍ଲୀ ପୁଲିସର…

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ ଉପଲବ୍ଧ ହେବନି କଫ ସିରପ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶରେ କଫ ସିରପ ଯୋଗୁ ଅନେକ ପିଲାଙ୍କ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଏପରି ଘଟଣାକୁ ରୋକିବା ପାଇଁ, ସରକାର କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ ନୂତନ ନିୟମ ପ୍ରଣୟନ କରିବେ। ଯଦି ଏହା କାର୍ଯ୍ୟକାରୀ ହୁଏ,…