February 2025

୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ…

ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ପ୍ରସ୍ତାବ: ଶୁଣାଣି ବେଳେ ଦାବି ରଖିଲା ଟିପିଏନ୍‌ଓଡିଏଲ୍‌

ଭୁବନେଶ୍ବର: ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୨୦ ପଇସା ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଟାଟା ଉତ୍ତର ଓଡିଶା ବିଦ୍ୟୁତ୍‌ ବିତରଣ କମ୍ପାନି(ଟିପିଏନ୍‌ଓଡିଏଲ୍‌)। ଆଜି ଓଇଆର୍‌ସିରେ ଏହି ପ୍ରସ୍ତାବର ଶୁଣାଣି ହୋଇଥିଲା। ୨୨ ଜଣ ଅଭିଯୋଗକାରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି।…

ଚୋରି କରିବାକୁ ଆସି କୂଅରେ ପଡିଗଲା ଚୋର, ରାତି ସାରା ଛଟପଟ

କେନ୍ଦୁଝର: ଚୋରି କରିବାକୁ ଆସି ଚୋର ହଟହଟା । ଛେଳି କଣ ଚୋରି କରିବ ନିଜେ କୂଅରେ ପଡିଗଲା ଚୋର । ରାତି ସାରା କୂଅ ଭିତରେ ପଡି ଛଟପଟ ହେଲା । ସକାଳୁ ଗାଁ ଲୋକେ କୂଅ ଭିତରେ ଚୋର…

ଅଠର ନଳା ଉପରୁ ଡେଇଁ ଯୁବକ ମୃତ

ପୁରୀ : ଅଠର ନଳା ଉପରୁ ଡେଇଁ ଚାଲିଗଲା ଯୁବକଙ୍କ ଜୀବନ। ମଙ୍ଗଳବାର ଯୁବକ ଜଣକ ଅଠର ନଳା ଉପରୁ ଡେଇଁ ପଡିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଥିଲେ ।…

ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୂଭୁତ

ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି । ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି । ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଭୁବନେଶ୍ବର । ୨ରୁ ୩…

ଧାରିପୋଲ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରୂପସା: ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ମିରିଗିମୁଣ୍ଡି ଛକ ନିକଟ ୬୦ ନମ୍ବର ଜାତୀୟ ରାଜପଥ ଧାରିପୋଲ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ବ୍ୟାଗ ଭିତରୁ ମିଳିଛି ନବଜାତ ଶିଶୁ। ତେବେ କିଏ ଶିଶୁଟିକୁ ଛାଡ଼ି…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ: ଲୋକନାଥ, ଲିଙ୍ଗରାଜ ଓ ଆରଡ଼ିରେ ବ୍ୟାପକ ପ୍ରସ୍ତୁତି

ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର…

ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର

ଭୁବନେଶ୍ବର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ…

ଯୁବକଙ୍କ ଉପରକୁ ମାଡ଼ିଗଲା ମୋ ବସ

ଭୁବନେଶ୍ୱର: ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍ । ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର । ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା…

ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ଭୁବନେଶ୍ବର: ଏଣିକି ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଯଦି କାହାର ଆୟକର ଫାଇଲ ପାଇଁ ରାସନ କାର୍ଡ କଟିଥାଏ, ତାଙ୍କୁ ପୁନଶ୍ଚ କାର୍ଡ ଯୋଗାଇ ଦିଆଯିବ…