ରାଜାଚକ୍ରଙ୍କର ୧୪ଟି ଟିପର ଓ ଗୋଟିଏ ଜେସିବିକୁ କୋରାପୁଟରୁ ଜବତ କଲା ଇଓଡବ୍ଲ୍ୟୁ

କୋରାପୁଟ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କର ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟକୁ ଲମ୍ବିଛି। ଗତକାଲି…

କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ, ଗିରଫ ହେଲେ ୭ ଜଣ ଅଭିଯୁକ୍ତ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ । ୧ .୪କୋଟି ଟଙ୍କାର ସାଇବର ଠକେଇ କରି ଗିରଫ ହେଲେ ୭ ଜଣ ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ଆକାଉଣ୍ଟ…

ଆଜି ପବିତ୍ର ‘ଇଦ୍-ଉଲ୍-ଫିତର’

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍-ଉଲ୍-ଫିତର। ଦୀର୍ଘ ୧ମାସ ଧରି ରୋଜା ଅର୍ଥାତ ଉପବାସ ରଖିଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନ ଉପବାସ ଭଙ୍ଗକରି ନିରାଡମ୍ବର ଭାବେ ଏହି ପର୍ବକୁ ପାଳନ କରୁଛନ୍ତି। ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଛନ୍ତି। ଖୁସିରେ…

ଆଶାରାମକୁ ମିଳିଲା ୯୦ ଦିନ ଜାମିନ

ଶାହଜହାଁପୁର: ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡାଦେଶ ଭୋଗୁଥିବା ଆଶାରାମ ବାପୁଙ୍କ ଜାମିନ ଅବଧି ଆଉ ୩ ମାସ ବଢିଛି। ଫଳରେ ପୀଡ଼ିତାଙ୍କ ପିତା ପରିବାରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ପିତା କହିଛନ୍ତି ତାଙ୍କ ପରିବାର ନିମନ୍ତେ…

ପୁଣି ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲରା ୧୭ ଜଣ ନକ୍ସଲଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ଆଜି ପୁଣି ସୁକମାର ବାସାଗୁଡା ଥାନା ଅଂଚଳର ଟେକମେଟା ଜଂଗଲରେ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ବିସ୍ବସ୍ତ ସୂତ୍ରରୁ ଖବର ପାଇ ବିଜାପୁର ଡିଆରଜି,…

ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କୁ ନେଇ ଗୁଆହାଟୀ ଗଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: କଟକ ଜିଲ୍ଲା ମୁଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ର ଯାତ୍ରୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ କାମାକ୍ଷା…

ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ଲାଗୁ ରହିବ AFSPA, ୬ ମାସ ଅବଧି ବୃଦ୍ଧି କଲେ ଗୃହ ମନ୍ତ୍ରଣାଳୟ

ମଣିପୁର ରାଜ୍ୟର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (AFSPA)(ଆର୍ମଡ୍ ଫୋର୍ସଡ ସ୍ପେସାଲ ପାୱାର ଆକ୍ଟ ) କୁ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି । ଗୃହ…

ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ବଲାଂଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ସ୍ୱାମୀ-ସ୍ତ୍ରୀ ର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଲେ ପ୍ରେମରାଜ ମାଝୀ ଓ ତାଙ୍କର ସ୍ତ୍ରୀ ଭାନୁମତୀ ମାଝୀ। ସୂଚନା…

ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି

ଭୁବନେଶ୍ବର: ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ବାହାରିଛି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ୧୦୦…

ନାଗପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଗପୁରରେ ଗସ୍ତରେ ଅଛନ୍ତି । ଇତି ମଧ୍ୟରେ ନାଗପୁର ସ୍ଥିତ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରତିଷ୍ଠାକୁ ୮ବର୍ଷ ବିତିଯାଇଛି । ନାଗପୁର ଗସ୍ତରେ ଆସି ଶ୍ରୀ ମୋଦି ଆରଏସଏସର ସଂସ୍ଥାପକଙ୍କ ମୁର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି…