ଉତ୍ତରପ୍ରଦେଶ: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଡଙ୍ଗା ଓଲଟିଯିବାରୁ ସେଥିରେ ବସିଥିବା ସମସ୍ତ ୧୫ ଯାତ୍ରୀ ନଦୀରେ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଅଛନ୍ତି । ଅନ୍ୟ ପକ୍ଷରେ…

ହୋଲିରେ ଅଘଟଣ, ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ

ଛତ୍ରପୁର : ହୋଲିର ଅଘଟଣ । ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ । ମୃତ ନାବାଳକ ଗଞ୍ଜାମ ଜିଲ୍ଲାର ପୋଡ଼ମପେଟା ଗାଁର ବି. ବାବାଜୀଙ୍କ ପୁଅ ବି. ଚନ୍ଦନ l ହୋଲି ଖେଳି ସାରି ଗାଁରେ ଥିବା ପୋଖରୀକୁ ୪…

କାଦୁଅ ହୋଲିରେ ମସଗୁଲ୍ ହେଲେ ଛାତ୍ରଛାତ୍ରୀ

ରାଉରକେଲା: ରଙ୍ଗର ପର୍ବ ହୋଲି ପାଇଁ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲିରେ ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର, ରଙ୍ଗ ଏବଂ ଫୁଲ ହୋଲି ତାଳେ ତାଳେ ଚାରିଆଡ଼େ ଏବେ ଉତ୍ସବ ମାହୋଲ।…

ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ

ହୋଲି ଖେଳକୁ କେନ୍ଦ୍ର କରି କଟକ ଜଗତପୁରରେ ଦୁଇ ସାହି ଭିତରେ ହୋଇଛି ଗଣ୍ଡଗୋଳ । ଢେଲା ପଥର ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ନିୟନ୍ତ୍ରଣକୁ…

ଯୁଦ୍ଧ ବନ୍ଦ ପାଇଁ ଚାଲିଛି ଉଦ୍ୟମ, ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ୍

ୱାସିଙ୍ଗଟନ ଡିସି: ୩ ବର୍ଷ ଧରି ଚାଲିଥିବା ଋଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପରିସମାପ୍ତି ହେବ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଆମେରିକା ମଧ୍ୟସ୍ଥତା କରିବାରେ ଲାଗିଛି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆ ରାଷ୍ଟ୍ରପତିଙ୍କୁ ଅନୁରୋଧ…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ହେମା ମାଳିନୀ

ଭୁବନେଶ୍ୱର: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ଶନିବାର ହୋଲି ଅବସରରେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି।…

ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଅସହ୍ୟ ଖରାରେ ସିଝୁଛି ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ଖରାର ପ୍ରକୋପ । ୧୮ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର। ଭୀଷଣ ହିଟ ୱେଭ ନେଇ ଆଜି ୩ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ରେଡ ୱାର୍ଣ୍ଣିଂ…

ଝିଅ ଘର ସାମ୍ନାରେ ଚାଲିଗଲା ବାପା, ମା’ ଓ ଭାଇର ଜୀବନ

କେନ୍ଦୁଝର: ହୋଲିରେ ବଡ଼ ଅଘଟଣ। ମର୍ମନ୍ତୁଦ ଦୁର୍ଘଟଣାରେ ନିଶ୍ଚିନ୍ନ ହୋଇଗଲା ପରିବାର। ଝିଅ ଘର ସାମ୍ନାରେ ଟ୍ରକ ଧକ୍କାରେ ଚାଲିଗଲା ବାପା, ମାଆ ସମେତ ପୁଅର ଜୀବନ । କେନ୍ଦୁଝର ଯୋଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ…

ହରିୟାଣାରେ ବିଜେପି ନେତାଙ୍କୁ ଗୁଳିମାଡ଼

ଚଣ୍ଡିଗଡ଼: ବିଜେପି ନେତାଙ୍କୁ ହତ୍ୟା । ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା । ଖବର ଅନୁସାରେ ଜବାହର ଗାଁରେ ଗତକାଲି ଏଭଳି ହତ୍ୟାକାଣ୍ଡ ହୋଇଛି ।…

ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ

ବାରିପଦା: ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ । ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସ୍ବାମୀ । ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ? ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଲା…