ବିଶ୍ବର ସବୁଠୁ ପ୍ରଦୂଷିତ ଦେଶ ମଧ୍ୟରେ ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା…

ମୋବାଇଲ ନେବେ ହେଲେ ଭିଡିଓଗ୍ରାଫି ମନା

ଭୁବନେଶ୍ୱର: ଶେଷରେ ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି…

ମରିସସକୁ ମିଳିଲା ଭାରତର ସହଯୋଗ, ମୋଦି କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ କରିବେ ସାହାଯ୍ୟ

ନୂଆଦିଲ୍ଲୀ/ପୋର୍ଟ ଲୁଇସ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ମରିସସ ଗସ୍ତରେ ଅଛନ୍ତି। ବୁଧବାର ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ…

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।…

ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି

ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର…

ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ବନ୍ଦ ଥିବା ସୂତାକଳ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ: ମନ୍ତ୍ରୀ

ଭୁବନେଶ୍ବର: ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟରେ ବନ୍ଦ ଥିବା ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଏକ ପ୍ରଶ୍ନ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ବଡ଼ଚଣା…

ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର

ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର ନିଗମରୁ ଭାଜପା ୯ଟି ଆସନ ଜିତିଛି। ଯେତେବେଳେ ଗୋଟିଏ ନଗର ନିଗମରେ ଜଣେ ସ୍ବାଧୀନ…

ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ

ଭୁବନେଶ୍ବର: ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍‌ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ୩୦ ଦିନିଆ ଅଭିଯାନ ଦୃଷ୍ଟିକୋଣ ଏବଂ ନେତୃତ୍ୱ…

ଟ୍ରେନ ଅପହରଣ ପଛରେ ଭାରତ : ପାକିସ୍ତାନ

ଇସଲାମାବାଦ: ପ୍ରତ୍ୟେକ ସମସ୍ୟା ପାଇଁ ଭାରତକୁ ଦାୟୀ କରିବା ପାକିସ୍ତାନର ଏକ ପୁରୁଣା ଅଭ୍ୟାସ। ଆଜି ଯେତେବେଳେ ବଲୋଚ ବିଦ୍ରୋହୀମାନେ ପାକିସ୍ତାନର ଅତ୍ୟାଚାର ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇଛନ୍ତି, ସେମାନେ ଏଥିପାଇଁ ଭାରତକୁ ମଧ୍ୟ ଦାୟୀ କରୁଛନ୍ତି। ମଙ୍ଗଳବାର ଦିନ ବଲୋଚ ବିଦ୍ରୋହୀମାନେ…

ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି

ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆଞ୍ଚଳିକ ବଣ୍ଟନ ଏବଂ ପ୍ରଜାତି ବିବିଧତାକୁ ଗୁରୁତ୍ୱ ଦେଇ, ଚଳିତ…