ଫେସ୍ବୁକ୍ରେ ବନ୍ଧୁତା, ଝଗଡ଼ା ଓ ମୋବାଇଲ୍ ଚାର୍ଜରରେ ତଣ୍ଟି ଚିପି ହତ୍ୟା
ନୂଆଦିଲ୍ଲୀ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଚିନକୁ ଦିଲ୍ଲୀରୁ ଗିରଫ କରିଛି । ଜେରାରେ ସଚିନ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି । ଏଥିରେ ଏହି ହତ୍ୟାକାଣ୍ଡର ପୂରା କାହାଣୀ ସାମନାକୁ…