ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି
ଭୁବନେଶ୍ବର: ମାତ୍ର ୫ ମାସର ବ୍ୟବଧାନରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ବର ଡିସିପିଙ୍କୁ ବଦଳି କରିଛନ୍ତି। କେବଳ ସେତିକି ନୁହେଁ, ଅତିରିକ୍ତ ସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଏଥିସହିତ ୨୬ଜଣ ଆଇପିଏସ୍ଙ୍କ ପଦବିରେ ପରିବର୍ତ୍ତନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହ…