ପ୍ରେସ୍ର ବୋମା ବିସ୍ଫୋରଣରେ ଯବାନ ସହିଦ
ମାଲକାନଗିରି: ସରକାର, ପ୍ରଶାସନ ଓ ସୁରକ୍ଷାକର୍ମୀମାନେ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଏହା ପ୍ରମାଣିତ ହୋଇଛି। ବିଜାପୁର ଜଙ୍ଗଲରେ ଆଜି ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତିବାର୍ତ୍ତା ନେଇ…
