ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବେ ୬ ମହିଳା

ଏକ ସାଙ୍ଗରେ ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ…

ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା, ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ

ଭୁବନେଶ୍ୱର : ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା । କମିଶନରେଟ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି ଭୁବନେଶ୍ୱର…

ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନସିଏସ ଏହି ତଥ୍ୟ…

କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ…

ନବୀନ ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ : ଭକ୍ତ ଦାସ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ…

ପ୍ରଶଂସକଙ୍କ ପାଇଁ ଶାହରୁଖଙ୍କ ବଙ୍ଗଳାରେ ରାତି ବିତାଇବାର ସୁଯୋଗ

ମୁମ୍ବଇ: ଶାହରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଉପହାର ଦେଉଛନ୍ତି। ଏବେ ଆପଣ ତାଙ୍କ ରାଜକୀୟ ଜୀବନଶୈଳୀକୁ ଗୋଟିଏ ରାତି ପାଇଁ ବଞ୍ଚିପାରିବେ। କାଲିଫର୍ଣ୍ଣିଆର ବେଭର୍ଲି ହିଲ୍ସରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭଡ଼ା ପାଇଁ ଉପଲବ୍ଧ। ଏହି ବିଳାସପୂର୍ଣ୍ଣ ଘର…

ଦୁଇ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦୁଇ ମାସ ଯାଏଁ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ । ରାଜ୍ୟର ପୂର୍ବ ଉପକୂଳ ଗୁଡିକରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ । ଏନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ ତାରିଖରେ ନୋଟିସ…

ପରିବର୍ତ୍ତନକୁ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟମାନଙ୍କୁ ସମ୍ବୋଧିତ କରି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଗୋଟିଏ ସଂଗଠନ ପ୍ରାୟତଃ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ…

ହିସାରରୁ ଅଯୋଧ୍ୟାକୁ ଉଡ଼ିବ ବିମାନ: ନୂତନ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବ୍ୟୟ ଅଟକଳ ୪୧୦କୋଟି

ହିସର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ଦଳ ଦ୍ୱାରା ରାଜ୍ୟର…

ଶ୍ରୀକ୍ଷେତ୍ରରେ ପଣାସଂକ୍ରାନ୍ତି, ଆରମ୍ଭ ହେଲା କୁସ୍ତି ଅଭ୍ୟାସ

ପୁରୀ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଓଡିଆଙ୍କ ପାଇଁ ନୂତନ ବର୍ଷର ଆରମ୍ଭ । ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହଉଥିବା ବେଳେ ନୂଆ ଓଡ଼ିଆ କ୍ୟାଲେଣ୍ଡର ସହିତ ଶ୍ରୀମନ୍ଦିରରେ…