ୱାକଫ୍ ବିଲ୍: ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଲା ବିଜେଡି
ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍ (ସଂଶୋଧନ) ବିଲ୍ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ…