ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ସୁଦୃଢ଼ କରାଯିବ ପ୍ରାଥମିକ ଶିକ୍ଷା – ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର…

୪ ଦଶନ୍ଧି ପରେ ନକ୍ସଲ ପ୍ରବଣ ଗାଁରେ ସାପ୍ତାହିକ ହାଟ ବସିଲା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଶହଶହ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। ଏପରିକି ଲୋକେ ପିଲାଙ୍କୁ ସ୍କୁଲ ପଠେଇବା ମଧ୍ୟ ବନ୍ଦ କରିଦେଇଥିଲେ। ନକ୍ସଲଙ୍କର ସମସ୍ତ ନିୟମ କାନୁନରେ ଗାଁ ପରିଚାଳିତ ହେଉଥିଲା। ଏଥିସହ…

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ,୧୦।୪ : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ NIA କାର୍ଯ୍ୟାଳୟକୁ ନିଆଯିବ। ପାଲମ ବିମାନବନ୍ଦର ବାହାରେ…

ମମତା ସରକାରଙ୍କୁ ହଟାଇବାକୁ ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ ୯ ପ୍ରତିଶତ ହିନ୍ଦୁଙ୍କୁ ବାହାରକୁ ଆସି ଭୋଟ ଦେବାକୁ ପଡିବ। ସେ କୁହନ୍ତି ଯେ…

ଇସିଆଇ ପକ୍ଷରୁ ନିର୍ବାଚନ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିମ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ଲାଗି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ପକ୍ଷରୁ ତୃଣମୂଳସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ପଶ୍ଚିମବଙ୍ଗର ୨୧୭ ବୁଥସ୍ତରୀୟ ଅଧିକାରୀ, ୨ ଜିଲ୍ଲା ନିର୍ବାଚନ ଅଧିକାରୀ, ୧୨ ନିର୍ବାଚନ…

ଶାନ୍‌ଙ୍କ ଚାଞ୍ଚଲ୍ୟକର ବୟାନ: ରିଆଲିଟି ଶୋ’ରେ ଲାଇଭ୍‌ ଗୀତ ଗାଆନ୍ତିନି ପ୍ରତିଯୋଗୀ, ହୁଏ ଏଡିଟ୍‌

ମୁମ୍ବଇ: ଶାନ୍ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଅନ୍ୟତମ। ସେ ‘ଦି ଭଏସ୍‌ ଇଣ୍ଡିଆ’ ଓ ‘ସାରେଗାମାପା ଲିଟିଲ୍‌ ଚାମ୍ପ୍ସ’ ସମେତ ଅନେକ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’ରେ ବିଚାରକ ଦାୟିତ୍ଵ ତୁଲାଇଛନ୍ତି। ନିକଟରେ ଏକ ପୋଡକାଷ୍ଟରେ ସେ ରିଆଲିଟି ଶୋ’…

ଜହ୍ନରେ ଦାଗ ଅଛି ହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ନାହିଁ’: କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ କଙ୍ଗନା ରାଣାୱତ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି। ସେ ତାଙ୍କର ରୋକ୍‌ଠୋକ କଥା ପାଇଁ ଜଣାଶୁଣା। କାହାକୁ ଭୟ ନକରି ନିଜ ନିଜର ମତ ସମସ୍ତଙ୍କ ଆଗରେ ରଖନ୍ତି।…

ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ୯ ଗିରଫ: ଦୁବାଇରୁ ଅପରେଟ୍‌ ହେଉଥିଲା ନକଲି ଟ୍ରେଡିଂ ଆପ୍‌

ରାଉରକେଲା: ରାଉରକେଲା ସାଇବର ଥାନା ପୁଲିସ ଏକ ଅନ୍ତର୍ଜାତୀୟ ସାଇବର ଠକ ରୢାକେଟ୍‌ର ପର୍ଦାଫାସ କରିଛି। ନକଲି ଟ୍ରେଡିଂ ଆପ୍‌ ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ଠକେଇର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଛତିଶଗଡ଼ ରାୟପୁରର କିଶନ ଅଗ୍ରୱାଲ…

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା: ମେ ୩ ଅନଲାଇନ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମରେ ୨୦୨୫-୨୬ ବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଛି। ମେ ୩ ତାରିଖ ଅନଲାଇନ ନାମଲେଖାର ଶେଷ ଦିବସ ଧାର୍ଯ୍ୟ ହୋଇଛି। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’…

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର  : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି ଘଣ୍ଟା ପରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲାରୁ ଉକ୍ତ ଶିଶୁପୁତ୍ରକୁ ପ୍ରଶାସନିକ ଟିମ ଉଦ୍ଧାର କରିଛନ୍ତିି। ଉଦ୍ଧାର…