ପୂର୍ବତନ ପୁଲିସ ଡିଜିଙ୍କୁ ହତ୍ୟା: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ନଥିଲା ସଂପର୍କ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍‌ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍‌ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍‌ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି। ପଲ୍ଲବୀ ଜଣେ ପୂର୍ବତନ ପୁଲିସ…

ନବୀନ ନିବାସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ଭୁବନେଶ୍ୱର : ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ।  ନବୀନ ପଟ୍ଟନାୟକ ନବମ ଥର ସଭାପତି ହେବା ପରେ ଭେଟିଛନ୍ତି ଦଳର ବରିଷ୍ଠ ନେତା ।  ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ,…

ସମ୍ବଲପୁରରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଜନଶୁଣାଣି ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର। କାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର…

ନାବାଳକକୁ ସାବାଳକ ସଜାଇ ଗିରଫ କଲା ପୋଲିସ, ଭୁଲ ଧରିଲେ ଆଇନସେବା ପ୍ରାଧିକରଣର ସଚିବ

ନୟାଗଡ : ନାବାଳକକୁ ପୋଲିସ ୧୯ ବର୍ଷ ଦର୍ଶାଇ କରିଛି ଗିରଫ ।  ଏଭଳି ପୋଲିସର ତ୍ରୁଟିକୁ ଧରିଛିନ୍ତି ଆଇନସେବା ପ୍ରାଧିକରଣର ସଚିବ ।  ଗତମାସ ୧୯ତାରିଖ ସନ୍ଧ୍ୟା ସମୟରେ ଇଟାମାଟି ପୋଲିସ ସଂଖେଇ, ନୋତାର ଓ ଖଇରପଟି ଅଞ୍ଚଳକୁ ପାଟ୍ରୋଲିଙ୍ଗ କରିବା…

ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆପ୍‌

ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆମ ଆଦମୀ ପାର୍ଟି(ଆପ୍‌)। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ଆପ୍‌ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଛି।…

ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ନୋଟିସ୍‌

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ। ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ। ସରକାରୀ ହେଉ…

ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଲା ଅଭିଯୋଗ

ଆଳି: ପିଛା ଛାଡ଼ୁନି ବିବାଦ । ଯାତ୍ରା ବିବାଦକୁ ନେଇ ପୁଣି ଆସିଲା ବଡ଼ ଖବର । ସତରେ ଯାତ୍ରା ପାର୍ଟି ପିଛା ଛାଡ଼ୁନି ବିବାଦ । ପୁଣି ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଆସିଛି ଗୁରୁତର ଅଭିଯୋଗ । ଚୁକ୍ତି ଖିଲାପକରି…

ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ

ପୁରୀ: ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ନିଖୋଜ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମିଳିଲା ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି।…

୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଲେ ଆମେରିକାର ଉପ ରାଷ୍ଟ୍ରପତି

ୱାଶିଂଟନ୍‌: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ…

ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଗର୍ଭପାତ ନକରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ

ମାଲକାନଗିରି : ଗର୍ଭପାତ ନ କରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ ।  ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ହୋଇଛି ପର୍ଦ୍ଦାଫାସ୍ ।  ଅଭିଯୁକ୍ତକୁ ଗିରଫ ପରେ କ୍ରାଇମ ସିନ ରିକ୍ରିୟେସନ କରିଛି ପୋଲିସ ।  ସୂଚନା ଅନୁସାରେ ଅଭିଯୁକ୍ତ…