ଥମୁନି ଯାତ୍ରା ପାର୍ଟିରେ ବିବାଦ: ବାପି ପଣ୍ଡାଙ୍କ ମନ୍ତବ୍ୟ ପରେ ବର୍ଷିଲେ ଜଗତଜୀବନ ପଣ୍ଡା
ଭୁବନେଶ୍ୱର : ଥମୁନି ଯାତ୍ରା ପାର୍ଟିରେ ବିବାଦ । କଳାକାର ଓ ଯାତ୍ରା ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଥମିବାର ନାଁ ନେଉନି । ଏବେ ବିବାଦରେ ପଶି ଅଭିନେତାଙ୍କୁ ଟାର୍ଗେଟ କରିଛନ୍ତି ଯାତ୍ରା ପାର୍ଟି ପରିଚାଳକ । ଯାତ୍ରା ମାଲିକଙ୍କ ପ୍ରତି…