ପୁଣି ବଢ଼ିଲା ସୁନା ଦର, କିଛି ଦିନ ଭିତରେ ଟପିଯିବ ଲକ୍ଷେ!
ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର…
ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର…
ରାଉରକେଲା: ଅବକାରୀ ବିଭାଗ ନାଁରେ ସାଂଘାତିକ ଅଭିଯୋଗ । ମଦ ଅଭିଯୋଗରେ ବାପାକୁ ଉଠାଇ ନେଲେ ଅବକାରୀ ବିଭାଗ । ଏବେ ମୋ ବାପା ଆମ ଗହଣରେ ନାହାଁନ୍ତି । ମୋ ବାପାକୁ ମାଡ଼ ମାରି ହତ୍ୟା କରିଛନ୍ତି । ଏଭଳି ଅଭିଯୋଗ…
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍ ଆଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍ ଦ୍ବାରା…
ଭୁବନେଶ୍ୱର: କଲେଜ ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ଏଣିକି ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ। ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ। ଏନେଇ ଗତକାଲି ବସିଥିବା ବୈଠକରେ…
ଭୁବନେଶ୍ୱର : ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସଙ୍କ ଦରମା ବୃଦ୍ଧି । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି । ମାସକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ସିପାହୀ (GD) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର…
ନୂଆଦିଲ୍ଲୀ: ଓ୍ବାକଫ୍ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ…
ବାଲେଶ୍ୱର: ବେଆଇ ଗଞ୍ଜେଇ ବେପାର ଥମିବାର ନାଁ ଧରୁନି। କେତେବେଳେ ରାଜ୍ୟ ଭିତରେ ଚାଲାଣ ହେଉଛି ତ କେତେବେଳେ ରାଜ୍ୟ ବାହାରେ। ଏବେ ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ।…
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କନକ ବର୍ଦ୍ଧନ ସିଂହ ଦେଓ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ। ତିହିଡ଼ି ଥାନାର କାଁପଡ଼ା ଗାଁରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ବୋମା ମାଡ଼। ବୋମା ମାଡ଼ରେ ଗୁରୁତର ହୋଇଛନ୍ତି ୭ ଜଣ। ଦୁଇ ରାଜନୈତିକ ଦଳ ବିବାଦରୁ ହାତ ତିଆରି ବୋମା…
ପରମାଣୁ ଅସ୍ତ୍ର ତିଆରି କରିବାର ଅତି ନିକଟତର ହୋଇଛି ଇରାନ। ଜାତିସଂଘ ଦ୍ଵାରା ପରିଚାଳିତ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା(ଆଇଏଇଏ) ମୁଖ୍ୟ ରାଫାଏଲ୍ ଗ୍ରୋସି ଏହା କହିଛନ୍ତି। ଗ୍ରୋସି ବର୍ତ୍ତମାନ ଇରାନ ଗସ୍ତରେ ରହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା…