April 2025

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଚାରାଧୀନ ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେବାର ନିଷ୍ପତ୍ତିକୁ…

ତହଉର ରାଣାଙ୍କୁ ଭାରତ ଆଣିବାରେ ମୋଦିଙ୍କର କିଛି ବାହାଦୂରି ନାହିଁ

ନୂଆଦିଲ୍ଲୀ,୧୨।୪: ତହଉର ରାଣାଙ୍କ ପ୍ରତ୍ୟର୍ପଣକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। କଂଗ୍ରେସ ଏବଂ ଭାଜପା ନେତାମାନଙ୍କ ମଧ୍ୟରେ ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଚାଲିଛି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ସେ…

ଏମ୍‌କେ ଷ୍ଟାଲିନ, ମମତା ବାନାର୍ଜୀ, ସିଦ୍ଧରମୈୟାଙ୍କୁ ଚିଠି ଲେଖିଲେ ମେହେବୁବା ମୁଫତି

ନୂଆଦିଲ୍ଲୀ,୧୨।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖି ବଢିଚାଲିଥିବା ବହୁସଂଖ୍ୟକବାଦି ରାଜନୈତିକ ପରିବେଶ ମଧ୍ୟରେ ଭାରତୀୟ ସମ୍ବିଧାନର ମୌଳିକ ମୂଲ୍ୟବୋଧ ପାଇଁ…

ଚାରି ଧାମ ଯାତ୍ରା ପାଇଁ ଜାରି ହେଲା ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରିଧାମ ଯାତ୍ରା ଚଳିତ ବର୍ଷ ୩୦ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଆସିବେ ବୋଲି…

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ସଂପତ୍ତି ଦଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍)ର ସଂଲଗ୍ନ ସମ୍ପତ୍ତିକୁ ଦଖଲ କରିବା ପ୍ରକ୍ରିୟା ଆରମ୍ଭ କରିଛି ଇଡି। ୧୧ ଏପ୍ରିଲ୍ ୨୦୨୫ରେ, ଇଡି…

ପାକିସ୍ତାନର ୧.୫ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଚାକିରି ଦେବ ବେଲାରୁଷ୍

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ବେଲାରୁଷ୍ ପ୍ରାୟ ୧.୫ ଲକ୍ଷ ପାକିସ୍ତାନୀଙ୍କୁ ଚାକିରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହାକୁ ପାକିସ୍ତାନବାସୀଙ୍କ ପାଇଁ ଏକ ଉପହାର ବୋଲି କହିଛନ୍ତି। ପାକିସ୍ତାନ କହିଛି ଯେ, ବେଲାରୁଷ୍‌ର ପ୍ରସ୍ତାବ ଦୁଇ…

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ୱାକଫ ଆଇନ: ମମତା ବାନାର୍ଜୀ

କୋଲକାତା : ୱାକଫ ଆଇନ ବିରୋଧରେ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ କରାଯାଉଛି । ମୁର୍ଶିଦାବାଦ, ହୁଗଲି, ୨୪ ପ୍ରଗଣା ଏବଂ ମାଲଦା ଜିଲ୍ଲାରେ ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା। ଟ୍ରେନ୍ ଏବଂ ରାସ୍ତା ଅବରୋଧ କରାଯାଇଥିଲା ଏବଂ ପୋଡ଼ାଜଳା…

କୋଟିଏ ଟଙ୍କାର ଗୁଆ ଜବତ; ୧୪ ଜଣ ଅଟକ, ମାଛଧରା ବୋଟ ଜବତ

ପାରାଦୀପ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି। ବାଂଲାଦେଶ ସହ ଜଡିତ ଭାରତର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ସନ୍ଦେହଜନକ ଭାବରେ ଗତି କରୁଥିବା ଏକ ମାଛଧରା ଡଙ୍ଗା ଅଟକାଇଥିଲେ…

ବିହାରରେ କାଳବୈଶାଖୀର ତାଣ୍ଡବ, ଗଲାଣି ୧୦୨ ଜଣଙ୍କ ଜୀବନ

ବିହାର : ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । ଏଯାଏ ଗଲାଣି ୧୦୨ ଜଣଙ୍କ ଜୀବନ । ବିହାରରେ ସବୁଠାରୁ ଅଧିକ ଦେଖିବାକୁ ମିଳିଛି ପ୍ରକୃତିର ପ୍ରଭାବ । ଭୀଷଣ ବର୍ଷା ଏବଂ ବ୍ରଜପାତ ଯୋଗୁଁ ଗତ ୨୪ ଘଣ୍ଟାରେ ୮୦…

କଫ ସିରଫ୍ ଓ ୩୦ କେଜି ଗଞ୍ଜେଇ ସହ ୩ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ପୋଲିସକୁ ସଫଳତା । ୩୦ କେଜି ଗଞ୍ଜେଇ, କଫ ସିରଫ ବିଭିନ୍ନ ପ୍ରକାର ନିଶା ବଟିକା ଜବତ କରିଛି । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣଙ୍କୁ ଗିରଫ କରି…