ଚୀନ ସହ ଘନିଷ୍ଠତା ମହଙ୍ଗା ପଡ଼ିଲା, ବାଂଲାଦେଶକୁ ଉଚିତ ଶିକ୍ଷା ଦେଲା ଭାରତ
ଚୀନ ସହ ଘନିଷ୍ଠ ହୋଇ ଭାରତ ବିରୋଧୀ ମନ୍ତବ୍ୟ ଦେବା ବାଂଲାଦେଶକୁ ମହଙ୍ଗା ପଡ଼ିଛି। ନିକଟରେ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଚୀନ ଗସ୍ତରେ ଯାଇଥିବାବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ସେଠାରେ ସେ ଭାରତର ପୂର୍ବାଞ୍ଚଳ…