କ୍ରୁଟର ବଡ଼ ନିଷ୍ପତ୍ତି: ଏଣିକି ୫ ବର୍ଷ ଅଭିଜ୍ଞତା ନଥିଲେ ଆମ ବସ୍ ଡ୍ରାଇଭିଂ ମନା
ଭୁବନେଶ୍ୱର: ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଆସୁଥିଲା। ଫଳରେ ଆମ ବସ୍ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ…