ବିଏସ୍ଏଫ୍ ଯବାନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ, ୩ ସପ୍ତାହ ହେଲା ଅଟକ ରଖିଥିଲା
ନୂଆଦିଲ୍ଲୀ: ଭାରତ ଫେରିଲେ ପାକିସ୍ତାନରେ ଅଟକ ଥିବା ବିଏସ୍ଏଫ୍ ଯବାନ। ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ଶ’ଙ୍କୁ ପ୍ରାୟ ୩ ସପ୍ତାହ ପରେ ଛାଡ଼ିଲା ପାକିସ୍ତାନ। ଭୁଲ୍ବଶତଃ ସୀମା ପାର୍ କରିଥିବାରୁ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା। ଏପ୍ରିଲ ୨୩ ତାରିଖରେ ପଞ୍ଜାବର…
