ଓଡ଼ିଶାରେ ମୋହନ ଭଗୱତ, ଆରଏସଏସ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସରସଂଘଚାଳକ ମୋହନ ଭାଗୱତ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ସିଧା କଟକ ଯାଇଥିଲେ। କଟକରେ…

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ

କଟକ: ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ ଶପଥ ନେଇଛନ୍ତି। ଜଷ୍ଟିସ୍‌ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ…

ମୋତେ ଯେତେଶୀଘ୍ର ପାରୁଛନ୍ତି ସୀମାକୁ ପଠାଇ ଦିଅନ୍ତୁ: ମୁଖ୍ୟ କନଷ୍ଟେବଳ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପୁଲିସ ହେଡ୍ କନଷ୍ଟେବଳ ଚମନ ସିଂହ ପାକିସ୍ତାନ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଗ ଦେବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଉତ୍ତରପ୍ରଦେଶ ପୁଲିସର ହେଡ କନଷ୍ଟେବଳ…

ଆସନ୍ତାକାଲି ସିବିଏସଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ!

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇପାରେ। ମଙ୍ଗଳବାର ପୂର୍ବାହ୍ନ ୧୦ ଟା ସମୟରେ ଫଳ ପ୍ରକାଶନ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଛାତ୍ରଛାତ୍ରୀ www.cbse.gov.in, cbseresults.nic.inରେ ରେଜଲ୍ଟ…

ଟ୍ରେନରେ ବୋମା ରଖିଥିବାର ଧମକ ଦେଇଥିବା ଯୁବକକୁ ଧରିଲା ପୁଲିସ

ନୂଆଦିଲ୍ଲୀ: କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନରେ ବୋମା ରଖିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରେଳବାଇ ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୧୧ ରାତି ପ୍ରାୟ ୧:୧୦ ସମୟରେ, କାଲାବୁର୍ଗୀ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଏକ…

ଆତଙ୍କବାଦ ହେଉଛି କୁକୁରର ଲାଞ୍ଜ, ଯାହା କେବେ ସିଧା ହେବ ନାହିଁ: ଯୋଗୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ବ୍ରହ୍ମୋସ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ସୈନିକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ସୂଚନା: ଶତ୍ରୁଙ୍କ ଉପରେ ନଜର ରଖିଛି ୧୦ ସାଟେଲାଇଟ୍‌

ମଣିପୁର,୧୨।୫: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର…

“ଆକାଶରେ ଶତ୍ରୁଙ୍କୁ ନଷ୍ଟ କରିଛି ସେନା”: ପାକିସ୍ତାନୀ ମିରାଜ ଜେଟ୍ ଖସାଇଥିବା ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ : ସୋମବାର ଭାରତ ନିଶ୍ଚିତ କରିଛି ଯେ ଅପରେସନ୍ ସିନ୍ଦୁର ସମୟରେ ଏକ ପାକିସ୍ତାନୀ ମିରାଜ ଯୁଦ୍ଧ ବିମାନ ଖସାଯାଇଛି। ଭାରତୀୟ ସେନା ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ପାକିସ୍ତାନୀ ମିରାଜର ଭଗ୍ନାବଶେଷ ଦେଖାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ…

ପାକ୍ ଗୁଳିମାଡ଼ ଯୋଗୁଁ ଯେଉଁମାନେ ଘର ଛାଡିଛନ୍ତି ସେମାନେ ଏବେ ଫେରିପାରିବେ: ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

ପୁଞ୍ଚ/ଜାମ୍ମୁ: ଜମ୍ମୁ କାଶ୍ମୀରରେ ସମ୍ପ୍ରତି ପାକିସ୍ତାନ ଗୁଳିମାଡ଼ ଏକ “ଯୁଦ୍ଧ ପରି ପରିସ୍ଥିତି” ସୃଷ୍ଟି ହୋଇଥିଲା। ଫଳରେ ପୁଞ୍ଚ ଜିଲା ସମେତ ରାଜ୍ୟର ଅନେକ ସ୍ଥାନ ଆକ୍ରମଣରେ ପ୍ରଭାବିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଏକ ସାମରିକ ବୁଝାମଣା ଯୋଗୁଁ ପାକ…

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନକୂଳ ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ମିଳିଛି । ଆଣ୍ଡାମାନ ସାଗର ଓ…