ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି: ବାୟୁସେନା

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଯୁଦ୍ଧବିରତି ପରେ, ଭାରତୀୟ ବାୟୁସେନା (IAF) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ସେନା କହିଛି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଆଇଏଏଫ୍ କହିଛି ଯେ ଆମେ ଏହି ଅପରେସନର ଉଦ୍ଦେଶ୍ୟ ପୂରଣ କରିଛୁ ଏବଂ…

ଧନ, ଜୀବନର ସୁରକ୍ଷା ଆମ ଦାୟିତ୍ୱ : ସିଭିଲ ଡିଫେନ୍ସ ସଙ୍ଗଠନରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର :  ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ।  ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ ।  ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ…

ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ : ଟ୍ରମ୍ପ

ନୂଆଦିଲ୍ଲୀ: ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ। ଯୁଦ୍ଧ ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ। ଆମେରିକା ଐତିହାସିକ…

ସୀମାରେ ପାକିସ୍ତାନର ଯୁଦ୍ଧ ବିରାମ ଉଲ୍ଲଙ୍ଘନ, ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ଡ୍ରୋନ ମାଡ଼ ସହ ଗୁଳିବର୍ଷଣ

ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ…

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ, ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ସହମତି

କେତେବେଳେ ଡ୍ରୋନ୍ ପୁଣି କେତେବେଳେ ବୋମା କି ମିଶାଇଲ ପାକିସ୍ତାନ ଛାଡୁଥିଲା ଭାରତ ଉପରକୁ । ସୀମା ଆରପଟୁ ଜମ୍ମୁ କଶ୍ମୀର ଅଞ୍ଚଳବାସୀଙ୍କ ଉପରକୁ ଗୁଳି ଚଳାଉଥିଲା । ଆଉ ଭାରତ ପକ୍ଷରୁ ଦିଆଯାଉଥିଲା ତାର କଡ଼ା ଜବାବ । ଏହି…

ଭାରତ ଆମ ଉପରେ ଆକ୍ରମଣ କରିନି: ତାଲିବାନ

କାବୁଲ : ନିଜର ମିଛ କହିବା ଅଭ୍ୟାସ ଛାଡ଼ିପାରିନାହିଁ ପାକିସ୍ତାନ । ଆଫଗାନିସ୍ତାନକୁ ନେଇ ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାସ କରିଛି ଖୋଦ ତାଲିବାନ । ପାକିସ୍ତାନ ସେନା ନିଜର ସମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ଭାରତ ଆଫଗାନିସ୍ତାନ ଉପରେ ଡ୍ରୋନ…

ଅପରେସନ ସିନ୍ଦୁର, ମିଜାଇଲ ମାଡରେ ନିହତ ୫ ଆତଙ୍କୀଙ୍କ ସୂଚନା ଦେଲେ ଭାରତୀୟ ସେନା

ଇସଲାମାବାଦ : ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ମେ ୭ ତାରିଖ ବୁଧବାର ସକାଳେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।  ଏହା ଏକ ଯୋଜନାବଦ୍ଧ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା ଯେଉଁଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ…

ପାକିସ୍ତାନ ହାଲତ ଖରାପ : ମିସାଇଲକୁ ଅକାମି କଲା ଭାରତୀୟ ବିମାନ S-400

ହରିୟାଣାର ସିରସା ଉପରେ ପାକିସ୍ତାନୀ କ୍ଷେପଣାସ୍ତ୍ର ଫତାହ-୧କୁ ବିଫଳ କରିଦେଇଛି ଇଣ୍ଡିଆନ ଏୟାର ଡିଫେନ୍ସ ସିଷ୍ଟମ S-400 ।  ଆକାଶ  ଏୟାର ଡିଫେନ୍ସ  45 କିଲୋମିଟର ପଥୀବୀ ପୃଷ୍ଠରୁ ଯାଉଥିବା କ୍ଷେପଣାସ୍ତ୍ର । ଆଜି ହରିୟାଣାରେ ଥିବା ସିରସା ଉପରେ ପାକିସ୍ତାନୀ…

ସର୍ଟ ସର୍କିଟରୁ ଗୁଣପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛିI କମ୍ପ୍ୟୁଟର ବିଭାଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି I…

ସାଧାରଣ ନାଗରିକ ଓ ଡାକ୍ତରଖାନାକୁ ଟାର୍ଗେଟ କରୁଛି ପାକିସ୍ତାନ: ବିଦେଶ ମନ୍ତ୍ରଣାଳୟ

ଭାରତର ଆକ୍ରମଣରେ ପାକିସ୍ତାନ ବହୁ କ୍ଷତି ଘଟିଛି। ହେଲେ ପାକିସ୍ତାନ ସାମାଜିକ ଗଣମାଧ୍ୟମ ଓ ନିଜର ଗଣମାଧ୍ୟମ ଜରିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ବହୁ ମିଥ୍ୟା ଖବର ଏବଂ ଗୁଜବ ପ୍ରସାରଣ କରୁଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ…