ଚାରି ଧାମ ଯାତ୍ରା ହେଲିକପ୍ଟର ସେବା ବନ୍ଦ

ଡେରାଡୁନ: ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (ୟୁସିଏଡିଏ) ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ହେଲିକପ୍ଟର ସେବାକୁ ତୁରନ୍ତ ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ସେବା କେବଳ ଚାରିଧାମ ଯାତ୍ରା ସ୍ଥାନରୁ ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଲବ୍ଧ…

ଡ୍ରୋନ୍ ଉପରେ କଡା ନଜର ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କଲେ ଓଡିଶା ସରକାର

ଭୁବନେଶ୍ବର: ଭାରତ-ପାକିସ୍ତାନ ବିବାଦ ବୃଦ୍ଧି ପାଉଥିବା ମଧ୍ୟରେ, ଓଡ଼ିଶା ସରକାର କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛନ୍ତି ଏବଂ ରାଜ୍ୟରେ ଡ୍ରୋନ୍ ବ୍ୟବହାର ଉପରେ କଡ଼ା ନଜର ରଖିଛନ୍ତି। ପାକିସ୍ତାନ ନିରନ୍ତର ଭାବରେ ଭାରତର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ…

ସାରା ଓଡ଼ିଶାରେ ହାଇଆର୍ଲଟ: ପରିସ୍ଥିତି ଅନୁସାରେ ନିଆଯିବ ପଦକ୍ଷେପ

ଭୁବନେଶ୍ବର: ସାରା ଓଡ଼ିଶାକୁ ହାଇଆର୍ଲଟରେ ରଖାଯାଇଛି। ପରିସ୍ଥିତି ଅନୁସାରେ ନିଆଯିବ ଆକ୍ସନ। ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ସେ କହିଛନ୍ତି, ଓଡ଼ିଶାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଷ୍ଠିତ…

୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ, ଆହୁରି ୫ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ମେ ୧୪ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି। ମେ ୧୦ ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଜପତି, ଗଞ୍ଜାମ,…

ମଇ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର: ଏଥର ସଅଳ ଆସିବ ମୌସୁମୀ। ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ…

ଓଡ଼ିଶା ତଟକୁ ଜଗିଛି ଡ୍ରୋନ, ୫ ଜଣ ଲେଖାଏଁ ପିଏସଓ ମୁତୟନ

ଭୁବନେଶ୍ୱର : ଓଡ଼ିଶା ତଟକୁ ଜଗିଛି ଡ୍ରୋନ । ମାଛଧରା ବନ୍ଦରରେ ଡ୍ରୋନ ମୁତୟନ କରାଯାଇଛି । ୫ ଜଣ ଲେଖାଏଁ ପିଏସଓ ମୁତୟନ କରାଯାଇଛି । ଉପକୂଳ ସୁରକ୍ଷା ପ୍ରସ୍ତୁତି ନେଇ ତଟ ସୁରକ୍ଷା ADG ଅରୁଣ ବୋଥ୍ରାଙ୍କ ସୂଚନା ଦେଇଛନ୍ତି।…

ମୋତେ ‘ଅନ୍‌ଫଲୋ’ କଲେ କିଛି ଲାଭ ମିଳିବନି; ପାକିସ୍ତାନୀଙ୍କୁ ଏଭଳି କହିଲେ ରୂପାଲି

ମୁମ୍ବାଇ: ଭାରତର 'ଅପରେସନ ସିନ୍ଦୂର' ପରେ, ପାକିସ୍ତାନ ଏବେ ଆତଙ୍କିତ ଅବସ୍ଥାରେ ଅଛି। ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ଆକ୍ରମଣ କରିଥିବା ବେଳେ ଏବେ ଏହାର ପ୍ରତିଶୋଧ ନେଉଛି ଭାରତ। ପାକିସ୍ତାନ ମଧ୍ୟ ଭାରତକୁ ‌ଜବାବ ଦେବାକୁ ଚେଷ୍ଟା କରୁଛି। ହେଲେ…

ଭାରତ-ପାକ୍ ଉତ୍ତେଜନା: ସମସ୍ତ ଜିଲ୍ଲାପାଳ, ଆରଡିସିଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ଏବଂ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ଛୁଟି ବାତିଲ କରିଛନ୍ତି। ପଶ୍ଚିମ ଭାରତରେ ଯୁଦ୍ଧ ପରି ପରିସ୍ଥିତିକୁ ନଜରରେ ରଖି…

ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି : ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା…

ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ୩ ଛାତ୍ରୀ, ସହଯୋଗ କଲା ପ୍ରଶାସନ

ବାଲେଶ୍ୱର : ଯୁଦ୍ଧର ଘନଘଟା ଭିତରେ ଓଡ଼ିଶା ଫେରିଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ । ପ୍ରଶାସନର ସହଯୋଗରେ ବାଲେଶ୍ଵରରେ ପହଞ୍ଚିଲେ ଛାତ୍ରୀ । ସେମାନେ ହେଲେ ହେନା ମଙ୍ଗଲ, ଗୀତାଞ୍ଜଳି ଜେନା , ଜସ୍ମିତା ନାୟକ । ଛାତ୍ରୀ ମାନଙ୍କ ଘର…