କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ, ଯୁବକ ଗୁରୁତର

କେନ୍ଦ୍ରାପଡ଼ା: ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତ ଫେରାର । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ । ଭାରିଗୋଳ ଗାଁର ଗୌତମ ମଲ୍ଲିକ ଆହତ । ତାଙ୍କର ବାମ ଜଙ୍ଘରେ ଗୁଳି ବାଜିଛି । ଗୌତମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ଯ…

ଗଞ୍ଜାମରୁ ବିପୁଳ ମାରଣାସ୍ତ୍ର ଜବତ, ୧୮ ଅପରାଧୀ ଗିରଫ

ଗଞ୍ଜାମ: ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ…

୧୨୮ ବର୍ଷରେ ଯୋଗଗୁରୁ ଶିବାନନ୍ଦ ମହାରାଜଙ୍କ ପରଲୋକ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପରଲୋକ ଘଟିଛି। ରବିବାର ୧୨୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ହୃଦଘାତ ଯୋଗୁ ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ ରହୁଥିଲେ।…

ବେଆଇନ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ଅଭିଯୋଗରେ ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଶୃଙ୍ଖଳାଗତ କାରଣରୁ ଦୁଇ ଜଣ ଅତିରିକ୍ତ ତହସିଲଦାର ଗିଟୁ ବେହେରା ଏବଂ ନାରାୟଣ ସେଠୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଅଧିକାରୀମାନଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ…

ଇମ୍ରାନ ଖାନ ଓ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ବ୍ଲକ୍ କରାଯାଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ସୂଚନା…

ଦାରୁ ବିବାଦ ବୈଠକ ଦ୍ବିତୀୟ ଦିନରେ, ରାମକୃଷ୍ଣ ଓ ଗଣେଶଙ୍କୁ ହେଲା ପଚରା ଉଚରା

ପୁରୀ : ଆଜି ସରିଲା ଦ୍ଵିତୀୟ ଦିନର ପ୍ରଥମ ପର୍ଯ୍ୟାୟ ବୈଠକ । ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ଘିଅ ଢାଳିଲେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା: ବଢ଼ିଲା ପଶ୍ଚିମବଙ୍ଗ ସରକାରଙ୍କ ଅଡ଼ୁଆ। ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଦିନକୁ ଦିନ ତେଜିବାରେ ଲାଗୁଛି। ଆଉ ଆଜି ଏଥିରେ ଆଉ ଟିକେ ଘିଅ ଢାଳିଛନ୍ତି, ପଶ୍ଚିମବଙ୍ଗ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ। ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ…

୨ ଗୁପ୍ତଚର ଗିରଫ, ଶତ୍ରୁପକ୍ଷକୁ ଦେଉଥିଲେ ସେନାର ଗୋପନୀୟ ସୂଚନା

ଚଣ୍ଡିଗଡ଼: ପଞ୍ଜାବ ପୁଲିସକୁ ମିଳିଛି ବଡ଼ ସଫଳତା। ଅମୃତସରରେ ଏକ ବଡ଼ ଗୁପ୍ତଚର କାଣ୍ଡର ପର୍ଦ୍ଦାଫାସ କରି ଦୁଇଜଣ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସେନାର ଗୋପନୀୟ ସୂଚନା ଲିକ୍ କରୁଥିଲେ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ଉଭୟଙ୍କ ସମ୍ପର୍କର…

ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ: ସୁରେଶ ପୂଜାରୀ

ଭୁବନେଶ୍ୱର : ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ ସାଂଘାତିକ ଅଭିଯୋଗ ।  ପଶ୍ଚିମବଙ୍ଗରୁ ବିଶେଷକରି ବରମହମପୁର, ମୁର୍ସିଦାବାଦ ଓ ସଂଲଗ୍ନ ବର୍ତ୍ତୀ ଜିଲ୍ଲାରୁ କାମ କରିବାକୁ ଓଡ଼ିଶା ଯାଉଥିବା ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ସେ ଅଭିଯୋଗ…

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା

ପୁରୀ: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା। ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଛି। ଜଗନ୍ନାଥ ସେନା…