ଖାନ ନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ, ତିନି ମୃତ

କଟକ: ନିର୍ମାଣାଧୀନ ବ୍ରିଜ୍‌ରେ ଅଘଟଣ ଘଟିଛି। କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ…

ପାକିସ୍ତାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତକୁ ପୂର୍ଣ୍ଣ ଅଧିକାର ଅଛି: ପୂର୍ବତନ ଆମେରିକୀୟ ଏନଏସଏଙ୍କ ଖେଲା ସମର୍ଥନ

ୱାଶିଂଟନ: ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜନ୍ ବୋଲ୍ଟନ କହିଛନ୍ତି ଯେ, ଦକ୍ଷିଣ ଏସିଆରେ କେହି ସଂଘର୍ଷ ଦେଖିବାକୁ ଚାହାନ୍ତି ନାହିଁ କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ପାକିସ୍ତାନ ବିରୁଦ୍ଧରେ ଆତ୍ମରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ନେବାର…

ଏମ୍ସ ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଗତକାଲି ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ, ଡ. ବିଶ୍ୱାସ…

ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ, ମତାମତ ପାଇଁ ସେବାୟତ ନିଯୋଗକୁ ଚିଠି

ପୁରୀ : ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଶେଷ ହୋଇଛି  l  ବୈଠକରେ ମହାପ୍ରଭୁଙ୍କ ତିନି ବାଡ଼ର ବାଡ଼ଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଏଲୋଚନା ହୋଇଥିଲା  l  ବୈଠକରେ ୪ଟି ବିନ୍ଦୁକୁ ନେଇ…

ସିରିଆରେ ତୁର୍କୀ ଏବଂ ଇସ୍ରାଏଲୀ ଯୁଦ୍ଧ ବିମାନ ମୁହାଁମୁହିଁ

ଡାମାସ୍କସ୍: ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ସିରିଆରେ ଉଭୟ ଦେଶର ଯୁଦ୍ଧ…

ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଦୃଢ଼ ପ୍ରତିବାଦ

ଭୁବନେଶ୍ୱର: ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ ଜୋର ଧରିଛି। ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ। ଚାରିଆଡେ ଅସନ୍ତୋଷ ତେଜିଛି। ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି।…

୪ ଆନ୍ତଃ ରାଜ୍ୟ ଠକ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ନେଇଥିଲେ ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪  ଆନ୍ତ ରାଜ୍ୟ ଠକ ଗିରଫ । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ । ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ…

ଶିମଲାର ସଞ୍ଜୌଲି ମସଜିଦ ଅବୈଧ, ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ସଞ୍ଜୌଲିରେ ନିର୍ମିତ ମସଜିଦ ସମ୍ପୂର୍ଣ୍ଣ ବେଆଇନ ଏବଂ ମସଜିଦର ସମସ୍ତ ଚାରୋଟି ମହଲାକୁ ଭାଙ୍ଗି ଦିଆଯିବ ବୋଲି ଶିମଲା ମ୍ୟୁନିସିପାଲ କର୍ପୋରେସନର କମିଶନର କୋର୍ଟ ରାୟ ଶୁଣାଇଛନ୍ତି । ଏମ୍ସି କୋର୍ଟ ସ୍ପଷ୍ଟ ଭାବରେ…

‘ଜଗନ୍ନାଥ ଧାମ ନାଁ, ଗ୍ରହଣୀୟ ନୁହେଁ’, ବର୍ଷିଲେ ସୁଦର୍ଶନ

ଭୁବନେଶ୍ବର: ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି…

ସିଡିପିଓଙ୍କ ଅମାପ ସମ୍ପତ୍ତି, ଭୁବନେଶ୍ୱରରେ ରହିଛି ୩୩୦୦ ବର୍ଗ ଫୁଟର ତିନି ମହଲା ଘର

କଟକ : ଭିଜିଲାନ୍ସ ଜାଲରେ ଶିଶୁ ବିକାଶ ଅଧିକାରୀ ଶକୁନ୍ତଳା ଦାସ । ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ଶକୁନ୍ତଳା ଦାସ…