TMC ନିର୍ବାଚନ ଚିହ୍ନ ଉପରେ ରୋକକୁ ନେଇ ECଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି ଓ କେଜରିୱାଲ
ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା (ଏଲଓପି) ରାହୁଲ ଗାନ୍ଧି ଶୁକ୍ରବାର ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ (ଏଆଇଟିଏମସି)ର ନାମ ଓ ନିର୍ବାଚନ ଚିହ୍ନ ନିଲମ୍ବନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନ୍ତରୀଣ ଆଦେଶକୁ ସମାଲୋଚନା କରିଛନ୍ତି।…