January 20, 2026

ଏଣିକି ମହିଳା ଚଲାଇବେ ‘ଆମ-ବସ୍’

ଭୁବନେଶ୍ବର: ଏଣିକି ମହିଳା ଚଲାଇବେ ‘ଆମ-ବସ୍’ । ଏନେଇ ‘ଆମ-ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି । ଏଣିକି ମହିଳା ଚଲାଇବେ ‘ଆମ-ବସ୍’ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ‘ଆମ-ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି…

ସୋସିଆଲ ମିଡିଆରେ ଶ୍ରୀମନ୍ଦିରକୁ ନେଇ ଧମକପୂର୍ଣ୍ଣ ମେସେଜ୍

ପୁରୀ : ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ । ଜୁଲି ରାନୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ରହିଥିବା ଦେଖିବାକୁ ମିଳିଛି ।…

ଜେଲ୍‌ରୁ ଚମ୍ପଟ ମାରିଲେ ୧୫୦୦ ଆଇଏସ୍ କଏଦୀ

ଦାମାସକସ୍: ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍‌ଆଇଏସ୍‌) କଏଦୀଙ୍କ ବଡ଼ ଧରଣର ପଳାୟନ ରିପୋର୍ଟ ଆଞ୍ଚଳିକ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି। କୁର୍ଦିସ୍ ୱେବସାଇଟ୍ ରୁଡାଓ ଦାବି କରିଛି ଯେ, ସିରିଆର ଶାଦ୍ଦାଦି ଜେଲ୍‌ରୁ ପ୍ରାୟ ୧,୫୦୦ ଇସଲାମିକ୍ ଷ୍ଟେଟ୍ କଏଦୀ…

ଗଣତନ୍ତ୍ର ପାଇଁ ବିପଦ ଗାନ୍ଧୀ ପରିବାର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନୂତନ ବିଜେପି ସଭାପତି ନୀତିନ ନବୀନଙ୍କ “ରାଜଭିଷେକ” ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ କଂଗ୍ରେସ ଦଳକୁ ସିଧାସଳଖ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଉତ୍ତର-ପୂର୍ବକୁ ଅଣଦେଖା କରିବା ଏବଂ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରିବା ଅଭିଯୋଗ କରିଥିଲେ। ଗାନ୍ଧୀ…

ଚୀନରେ କ୍ରମଶଃ ହ୍ରାସ ପାଉଛି ଜନସଂଖ୍ୟା; ୨୦୨୫ରେ କମିଛି ୧୭ ପ୍ରତିଶତ ଜନ୍ମହାର

ବେଜିଂ: ଏକଦା ବିଶ୍ବର ଜନବହୁଳ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଥିବା ଚୀନ୍‌ରେ ଜନସଂଖ୍ୟା କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ୨୦୨୫ରେ ଚୀନରେ ଜନ୍ମହାର ୧୭ ପ୍ରତିଶତ ହ୍ରାସ ପାଇଥିବାବେଳେ ମୋଟ ଜନସଂଖ୍ୟା ୧୪୦.୪ କୋଟି ରହିଥିବା ପ୍ରକାଶ। ଏଭଳି ସ୍ଥିତି ଚୀନ ସରକାରଙ୍କୁ…

ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ

ନୂଆଦିଲ୍ଲୀ : ନୀତିନ ନବୀନ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୃହମନ୍ତ୍ରଣାଳୟ ତରଫରୁ ନୀତିନ ନବୀନଙ୍କୁ Z କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ସୁରକ୍ଷା ତାଙ୍କୁ ଅଧ୍ୟକ୍ଷ ହେବା ପୂର୍ବରୁ ମିଳିଛି ।…

ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ବିଜେପିର ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଘୋଷଣା ପରେ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ ଭାଇରାଲ; କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓ ସସପେଣ୍ଡ

କର୍ଣ୍ଣାଟକ: କର୍ଣ୍ଣାଟକ ଡିଜିପି ତଥା ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କୁ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀ ଓ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ…

ପାକିସ୍ତାନର ଏକ ମଲରେ ଅଗ୍ନିକାଣ୍ଡ; ୨୬ ମୃତ, ୮୧ ନିଖୋଜ

ପାକିସ୍ତାନ : ପାକିସ୍ତାନର କରାଚୀର ଗୁଲ୍ ପ୍ଲାଜା ମଲ୍‌ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮୧ ଜଣ ନିଖୋଜ ରହିଛନ୍ତି । ବର୍ତ୍ତମାନ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି ।…

ନବୀନ ନିବାସରେ ବିଜେଡିର ବଡ ବୈଠକ

ଭୁବନେଶ୍ୱର: ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ…