ଇସ୍ରାଏଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ…
ନୂଆଦିଲ୍ଲୀ: ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ…
ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତ ୟୁଜିସିର ନୂତନ ନିୟମାବଳୀ-୨୦୨୬ କାର୍ଯ୍ୟକାରୀ କରିବାକୁ ସ୍ଥଗିତ ରଖିଛନ୍ତି । ଏହା କେବଳ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସଂରକ୍ଷଣର ଲାଭ ପ୍ରଦାନ କରୁଥିବା ବେଳେ ସାଧାରଣ କିମ୍ବା ଉଚ୍ଚ…
ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ ସମ୍ପର୍ଣ୍ଣ ହୋଇଛି । ରାଜ୍ୟର ସର୍ବୋଚ୍ଚ ସମ୍ମାନ ସହିତ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ବିଭିନ୍ନ ରାଜନୈତିକ ନେତା, ପରିବାର ସଦସ୍ୟ ଏବଂ ହଜାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ବିଶ୍ୱରେ ଦୃଷ୍ଟିକେନ୍ଦ୍ର ଭାବରେ ଉଭା ହୋଇଛି । ସେ କହିଛନ୍ତି ଯେ ଏହି ତ୍ରୈମାସିକର ଆରମ୍ଭରେ, ଭାରତ ଏବଂ ୟୁରୋପୀୟ ସଂଘ ଏକ…
ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ମିନି ବସ୍ ଏବଂ ଟ୍ରକ ଧକ୍କା ହେବାରୁ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା କାଜୁଲୁ-ନେଟାଲ ପ୍ରାନ୍ତରେ ଡରବନ ସହର ନିକଟରେ ହୋଇଛି । ଦକ୍ଷିଣ…
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସରେ କର୍ତ୍ତବ୍ୟରତ ୨୭ ବର୍ଷୀୟ ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା । ମହିଳା କମାଣ୍ଡୋଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ହତ୍ୟା କରିଥିବା ଜଣାପଡିଛି । ସେ ସ୍ପେଶାଲ ଓ୍ୱିପନ୍ ଆଣ୍ଡ୍ ଟାକ୍ଟିଟିକ୍ସ ବା ସ୍ୱାଟରେ ନିୟୋଜିତ ହୋଇଥିଲେ…
ଭେନେଜୁଏଲା : କଲମ୍ବିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଏୟାରଲାଇନ୍ସ Satena ର ‘Beechcraft 1900’ ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି କୁକୁଟା ରୁ ଓକାନା ଅଭିମୁଖେ ଯାଉଥିବା…
ନୂଆଦିଲ୍ଲୀ : ଦିଲ୍ଲୀର ଚାରୋଟି ଘରୋଇ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ସନ୍ଦେଜନକ ଜିନିଷ ମିଳିନାହିଁ ।…
କଟକ : ପଦୋନ୍ନତିରେ ଏସ୍.ସି ଓ ଏସ୍.ଟି ସଂରକ୍ଷଣ ନେଇ ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ । ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ…
କଟକ : ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର । ୨ ଲକ୍ଷ ୬୩ ହଜାର ଟଙ୍କା ସହିତ ଧରିଲା ଭିଜିଲାନ୍ସ । ଡାକ୍ତର ହେଲେ ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ଏହି ଟଙ୍କା ବେନିୟମରେ ଆଦାୟ କରିଥିଲେ ଡାକ୍ତର…