ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ

ଭୁବନେଶ୍ବର: ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ ମାଲିକ ସଂଘର ବିରୋଧ। ଏନେଇ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେଦ୍ର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ସଂଶୋଧିତ ଆଇନକୁ ଜିଜିଆ କର ସହ ସମାନ ବୋଲି ତୁଳନା…

ଆନ୍ଧ୍ରପ୍ରଦେଶରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ !

ବେଙ୍ଗାଲୁରୁ: ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଅଷ୍ଟ୍ରେଲିଆ ଭଳି ପ୍ରତିବନ୍ଧକ ଲଗାଇବ ଆନ୍ଧ୍ରପ୍ରଦେଶ। ଏ ନେଇ ଅଷ୍ଟ୍ରେଲିଆର ନିଷେଧାଦେଶ ଉପରେ ଅଧ୍ୟୟନ କରାଯାଉଛି ବୋଲି ମଙ୍ଗଳବାର ଆନ୍ଧ୍ର ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ମନ୍ତ୍ରୀ…

ଟ୍ରମ୍ପଙ୍କ ଶାନ୍ତି ବୋର୍ଡକୁ ଫ୍ରିଜ୍ ରୁଷୀୟ ସମ୍ପତ୍ତିରୁ ୧ ବିଲିୟନ ଡଲାର ଦେବେ ପୁଟିନ

ମସ୍କୋ: ଇସ୍ରାଏଲ-ପାଲେଷ୍ଟାଇନ ସମସ୍ୟା ସମେତ ବିଶ୍ୱ ବିବାଦର ସମାଧାନ ପାଇଁ ଏକ ନୂତନ ଅନ୍ତର୍ଜାତୀୟ ସଂସ୍ଥା ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମନ୍ତ୍ରଣର ଜବାବ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ଆମେରିକାରେ ଫ୍ରିଜ୍…

ଭାରତ ସହ ପ୍ରତିରକ୍ଷା ଚୁକ୍ତିକୁ ୟୁରୋପୀୟ ସଂଘର ଅନୁମୋଦନ, ଆତଙ୍କବାଦ ବିରୋଧୀ ଲଢ଼େଇରେ ବି ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ୟୁରୋପୀୟ ସଂଘ (ଇୟୁ) ଭାରତ ସହ ନୂତନ ପ୍ରତିରକ୍ଷା ଚୁକ୍ତି (ସୁରକ୍ଷା ଓ ପ୍ରତିରକ୍ଷା ଚୁକ୍ତି)କୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହା ସ୍ୱାକ୍ଷରିତ ହେବ। ୟୁରୋପୀୟ ସଂଘର ବୈଦେଶିକ…

୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି…

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ, ଶିଖ ବିରୋଧୀ ହିଂସା ମାମଲାରେ ଥିଲେ ଦୋଷୀ

ନୂଆଦିଲ୍ଲୀ : ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛି । ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ ସହ ଜଡିତ ଏକ ମାମଲାରେ ଦୋଷମୁକ୍ତ କରିଛନ୍ତି । ଏହି ମାମଲାରେ ଦୁଇ…

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ

ଛତିଶଗଡ଼: ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି ।…

ବସ-ଟ୍ରକ ଧକ୍କା ହେବା ଯୋଗୁଁ ଲାଗିଲା ନିଆଁ, ୨ ମୃତ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ନନ୍ଦାଲ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘରୋଇ ବସ୍ ଏବଂ କଣ୍ଟେନର ଲରି ଧକ୍କା ହେବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ରାତି ୧.୩୦ ମିନିଟରେ ଘଟିଛି । ଖବର ମୁତାବକ,…

ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କଲେ ଟ୍ରମ୍ପ

ନୂଆଦିଲ୍ଲୀ  : ପୁଣି ଗ୍ରୀନଲାଣ୍ଡ ଦାବି ଦୋହରାଇଲେ ଟ୍ରମ୍ପ । ସୁରକ୍ଷା କଥା ଉଠାଇ ଗ୍ରୀନଲାଣ୍ଡ ଉପରେ ଅଧିକାର ଜାହିର କରିଛନ୍ତି ଟ୍ରମ୍ପ । ଆମେରିକା କେବଳ ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱିଜରଲାଣ୍ଡର…

ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

ମାଲକାନଗିରି : ଲାଲବାହିନୀକୁ ବଡ଼ ଧକ୍କା ।  ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ପତିରାମ ମାଝୀ ସମେତ ୧୨ ମୃତ । ସେଣ୍ଟ୍ରାଲ କ୍ୟାଡର ଶୀର୍ଷ ମାଓ ମାଓ ନେତା ପତିରାମ ମାଝୀ । ତା ମୁଣ୍ଡ ଉପରେ…