2026

ଜଳିଗଲା କୋଚିଂ ସେଣ୍ଟର, ୧୪ ଛାତ୍ରଛାତ୍ରୀ ମୃତ, ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା

ଲକ୍ଷ୍ନୌ: ସୋମବାର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜର ପୁରୁଣାନିଆ ଅଞ୍ଚଳରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ସହରକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୨୦ ରୁ ୨୪…

ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ : ବଢିଲା ମହଙ୍ଗା ଭତ୍ତା, ମହିଳାଙ୍କୁ ମାଗଣା ବସ୍ ସେବା, ୧ ଲକ୍ଷ ଚାକିରି ସୁଯୋଗ

କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆଜି ବିଧାନସଭାରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ‘ବିକଶିତ ଭାରତ ଏବଂ ବିକଶିତ ବଙ୍ଗଳା’ । ମୁଖ୍ୟମନ୍ତ୍ରୀ…

ଇସ୍ତଫା ଦେଲେ ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର

ନୂଆଦିଲ୍ଲୀ : ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ନାମ ଘୋଷଣା ହେବା ଯାଏଁ କିର୍ ଷ୍ଟାରମର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ସରକାର ଓ ଦଳର ସ୍ଥିତିକୁ…

ଛୁଟିରେ ଗଲେ ଘର ଜଗିବ ପୋଲିସ୍, ପୂର୍ବରୁ ଥାନାକୁ ଦେବାକୁ ହେବ ସୂଚନା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗୋରଖପୁରରେ ବଢ଼ୁଥିବା ଚୋରି ସଂଖ୍ୟାକୁ ଦୃଷ୍ଟିରେ ରଖି, ପୋଲିସ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଛି । ଗତ କିଛି ଦିନ ମଧ୍ୟରେ ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଚୋରମାନେ ଦୀର୍ଘ ସମୟ ଧରି…

ନିଟ୍-ୟୁଜି ପରୀକ୍ଷାରେ ସଲଭର୍ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ବିହାରରୁ ୨୪ ଗିରଫ

ବିହାର : ନିଟ୍-ୟୁଜି ୨୦୨୬ ପରୀକ୍ଷା ସମୟରେ ବିହାରରୁ ଏକ ବଡ଼ ସଲଭର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଲକ୍ଷୀସରାୟ ଜିଲ୍ଲାର ୩ ପରୀକ୍ଷା କେନ୍ଦ୍ରରରୁ ପ୍ରଶାସନ ଏବଂ ପୋଲିସ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ସଲଭର ସମେତ ମୋଟ…

ଟ୍ରେନରେ ନିଶା ସେବନ କିମ୍ବା ଗାଳି ଗୁଲଜ କଲେ ଦେବାକୁ ପଡ଼ିବ ଫାଇନ, ନିୟମ ନମାନିଲେ ଜେଲ୍

ନୂଆଦିଲ୍ଲୀ : ଟ୍ରେନ ଯାତ୍ରାକୁ ଅଧିକ ସୁରକ୍ଷିତ ଏବଂ ଆରାମଦାୟକ କରିବା ପାଇଁ ଭାରତୀୟ ରେଳବାଇ ନିୟମକୁ କଡ଼ାକଡ଼ି କରିଛି । ଏଣିକି ଟ୍ରେନ କିମ୍ବା ରେଳ ପ୍ଲାଟଫର୍ମରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେନି ବୁଲା ବିକାଳି…

କତାର ଗ୍ୟାସ ଟର୍ମିନାଲରେ ଭୟଙ୍କର ବିସ୍ଫୋରଣ, ୫୪ ଗୁରୁତର, ୧୮ ନିଖୋଜ

କତାର : କତାରର ରାସ ଲାଫାନର ଏକ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ । ଇରାନ ଆକ୍ରମଣରେ ନଷ୍ଟ ହୋଇଥିବା ବର୍ଜାନ୍ ପ୍ରାକୃତିକ ଗ୍ୟାସ ରପ୍ତାନୀ ପ୍ଲାଣ୍ଟରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ରବିବାର ରାତିରେ ପୁଣି ବିସ୍ଫୋରଣ…

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲା: ହଟିଲେ ଗଣତିରେ ସାମିଲ ଥିବା ୪୦ କର୍ମଚାରୀ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଡ଼ ପଦକ୍ଷେପ ନେଇଛି । ପ୍ରଭୁ ଶ୍ରୀରାମ ମନ୍ଦିର ଦାନ ହୋଇଥିବା ରାଶି ଚୋରି ମାମଲାରେ ୪୦ ଜଣଙ୍କୁ ହଟାଇ ଦିଆଯାଇଛି…

ବାସନ୍ଦ ପରିବାରକୁ ଗାଁ ସହ ଯୋଡ଼ିଲା ପୋଲିସ

ବ୍ରହ୍ମଗିରି: ସାମାଜିକ ବାସନ୍ଦ ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ସହ ମିଶାଇଲା ପୁରୀ ପୋଲିସ । ୧୦ ବର୍ଷ ହେଲା ବାସନ୍ଦ ଥିବା ଏକ ପରିବାରକୁ ଗାଁ ଲୋକଙ୍କ ସହ ମିଶାଇଛି ପୁରୀ ପୋଲିସ । ପୁରୀ ଜିଲାରେ ସାମାଜିକ ବାସନ୍ଦ ପରି…

ଜଙ୍ଗଲରୁ ବଡ଼ଧରଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ: ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ବଦଳିପାହାଡ଼ ଜଙ୍ଗଲରୁ ବଡ଼ଧରଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ । ସମସ୍ତ ସାମଗ୍ରୀ ଆନ୍ଧ୍ର- ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ବୋଲି ଜିଲ୍ଲା…