ଖଣ୍ତଗିରି ଯାତ୍ରା ପାଇଁ ୧୪ଟି ନିୟମ ଲାଗୁ କଲା କମିଶନରେଟ ପୁଲିସ
ଭୁବନେଶ୍ବର: ଖଣ୍ତଗିରି ଯାତ୍ରାକୁ ଆଖି ଆଗରେ ରଖି ଚଡଦଟି ନିୟମ ଜାରି କରିଛି କମିଶନରେଟ ପୁଲିସ୍।ଏନେଇ କମିଶନରେଟ ପୁଲିସ ପକ୍ଷରୁ ଯାତ୍ରାକମିଟି ମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏହି ଚଉଦଟି ନିୟମକୁ ଜାରି କରାଯାଇଥିବା ନେଇ ପୁଲିସ…
