କଲେଜ ଛକ ନିକଟରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ
ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । କେହି…
ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । କେହି…
ସୁବର୍ଣ୍ଣପୁର: ସରିଲାଣି ଟୋକନ ଅବଧି । ମଣ୍ଡିକୁ ଆସୁନି ଗାଡ଼ି । ସହଯୋଗ କରୁନାହାନ୍ତି ମିଲର୍ସ । ସୁବର୍ଣ୍ଣପୁର ଜିଲ୍ଲାର ୯୨ଟି ପ୍ୟାକ୍ସରେ ପଡିରହିଛି ଧାନ । ମିଲର୍ସ ଗାଡି ପଠାଉନଥିବାରୁ ଶୀତ କାକରରେ ଧାନ ପଡିରହିଛି । ଚିନ୍ତାରେ ଚାଷୀ|…
ଭୁବନେଶ୍ବର: ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତାବର୍ଷ ଜନଗଣନା ହେବାର ଥିବାରୁ ସେଥିଲାଗି ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ…
ପାଟକୁରା : ଦଳରୁ ନିଲମ୍ବନ ପରେ ପ୍ରଥମଥର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର । ଶକ୍ତି ପ୍ରଦର୍ଶନ ସହ ନବୀନଙ୍କୁ ନିଶାଣ କଲେ ଅରବିନ୍ଦ । ବିଜୁ ଜନତା ଦଳରୁ ନିଲମ୍ବନ ପରେ ପ୍ରଥମ ଥର…
ଭୁବନେଶ୍ୱର: ପୁଣି ପିସିସି ସଭାପତିଙ୍କ ନେତୃତ୍ୱକୁ ନେଇ କଂଗ୍ରେସରେ ବିବାଦ । ୪୧ଜଣ କଂଗ୍ରେସ କର୍ମୀ ଯେଉଁମାନେ କି ମୋକିମଙ୍କ ସମର୍ଥକ ସେମାନେ ଆଜି ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ନିଲମ୍ବନ ହେବା ଦିନରୁ ଏମାନେ…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କଡା ନିର୍ଦ୍ଦେଶ ଯେ ଏଣିକି ସୋମବାର ଦିନ କୌଣସି ସରକାରୀ ବୈଠକ ହେବନାହିଁ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରତ୍ୟେକ ସୋମବାର ଦିନ…
ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଚାଲିଛି ଆମ ବସ୍ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପୁଣି ଏକ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ…
କଟକ: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର…
କୋରାପୁଟ: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଜାନୁଆରୀ ୨୬ରେ…
ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି ଆତଙ୍କରାଜ୍। ମୁହଁରେ ମାସ୍କ, ହାତରେ ମାରଣାସ୍ତ୍ର ଧରି ସର୍ବ ସମ୍ମୁଖରେ କରାଯାଉଛି ଆକ୍ରମଣ। ଗତକାଲି ରାତିରେ ହେଲା ହଣାକଟା। ଗୋଷ୍ଠୀ ସଂଘର୍ଷରେ ୨ ଯୁବକ ଗୁରୁତର। ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ…