SIR ବିରୋଧରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରଦର୍ଶନ, ବିଡିଓ ଅଫିସରେ ଭଙ୍ଗାରୁଜା

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଏସଆଇଆର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ନର୍ଥ ଦିନାଜପୁରର ଚାକୁଲିୟାରେ ଗୁସ୍ସାଇରେ ବିଡିଓ ଅଫିସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି । ଏହି ଭଙ୍ଗାରୁଜା ଫଳରେ ପ୍ରାୟ ୨୦ ଲକ୍ଷ ଟଙ୍କାର ସରକାରୀ ଜିନିଷ…

ବଙ୍ଗରେ ନିପା ଭାଇରସ, ଓଡ଼ିଶାରେ ଆତଙ୍କ

ଭୁବନେଶ୍ବର: ନିପା ଭାଇରସକୁ ନେଇ ଆଦୌ ଆତଙ୍କିତ ନହେବାକୁ ଅପିଲ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ପଶ୍ଚିମବଙ୍ଗରେ ନିପା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ।  ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କରିବା ଆମର ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଏବଂ ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ପୋଲସରା: ନାବାଳିକା ଦୁଷ୍କର୍ମ ଘଟଣାରେ ଅଦାଲତର ରାୟ । ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ ଅଦାଲତ । ୨୦୨୫ ପୋଲସରା ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ଅଦାଲତ । ଦୋଷୀକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲା ଅଦାଲତ ।…

ବେଆଇନ ବନ୍ଧୁକ କାରବାର: ୬ଟି ବନ୍ଧୁକ ସହ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ବନ୍ଧୁକ କାରବାର ନେଟୱାର୍କର ଖୁଲାସା କରିଛି କମିଶନରେଟ ପୁଲିସ । ବନ୍ଧୁକ ଡେଲିଭରି ପାଇଁ ଆସିଥିବା ବେଳେ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଜବତ କରିଛି ପୁଲିସ । ଏହି ଘଟଣାରେ ଚନ୍ଦକାରୁ…

ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଭୁବନେଶ୍ୱର: ବିଜେଡିରୁ ପୁଣି ଜଣେ ନେତାଙ୍କୁ ନିଲମ୍ବିତ କରାଯାଇଛି । ସେ ହେଲେ ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ। ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ…

ଚିକିତ୍ସା ନମିଳିବାରୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ

ଭୁବନେଶ୍ବର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ।  ଚିକିତ୍ସା ନମିଳିବାରୁ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ।  କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ରୋଗୀଙ୍କ ଆକ୍ରମଣ । ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ରୋଗୀ ।  ସମୟ ହୋଇଯାଇଥିବାରୁ କାଜୁଆଲିଟି ଯିବାକୁ କହିଥିଲେ…

ଚିପ୍ସ ପ୍ୟାକେଟ ଯୋଗୁଁ ଗଲା ଆଉ ଏକ ଶିଶୁର ଜୀବନ

ବେଗୁନିଆ : ବଜାରରେ ମିଳୁଥିବା ପିଲାଙ୍କ ଚିପ୍ସ ପ୍ୟାକେଟକୁ ନେଇ ସମ୍ବଳପୁରରେ ଜଣେ ପିଲାର ଜୀବନ ଯାଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି ।  ଚିପ୍ସ ପ୍ୟାକେଟ ପାଇଁ କୋମଳମତି ବାଳକର ଜୀବନ ଚାଲି…

ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ

ଭୁବନେଶ୍ୱର: ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି…

ମହାନଦୀରେ କୁମ୍ଭୀର, ନଦୀ କୂଳିଆ ଲୋକଙ୍କୁ ସତର୍କ ସୂଚନା

ବାରଙ୍ଗ : ମହାନଦୀରେ କୁମ୍ଭୀର । ମୁଣ୍ଡଳୀ ବ୍ୟାରେଜ ନିକଟ ମହାନଦୀରେ ବିଶାଳକାୟ କୁମ୍ଭୀର । ମହାନଦୀ ମଝିରେ ଥିବା ଟାପୁ ଉପରେ କୁମ୍ଭୀର ଶୋଇ ରହିଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଦେଖିବାକୁ ମୁଣ୍ଡଳୀ ବ୍ୟାରେଜ ଉପରେ ନାହିଁନଥିବା ଭିଡ଼ ।…