ଜନ୍ତର ମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍ ସିଂ ସିଦ୍ଧୁ
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍’ରେ ଫଟୋ ସେୟାର୍ କରି ସିଦ୍ଧୁ…
