କେନ୍ଦ୍ରାପଡା ଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ପଚରାଉଚରା ପରେ ତଦନ୍ତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଚାଞ୍ଚଲ୍ୟ। ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗତ ଦୁଇବର୍ଷ ଧରି ଚାରିଜଣ ଶିକ୍ଷକ ଅସଦାଚରଣ କରୁଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ହେଲ୍ପଲାଇନ ନମ୍ବରରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଚାଇଲ୍ଡ…

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ; ବଦଳିଲା ସେଟ୍, ଓଏମଆର ସିଟରେ ଧଳା ରଙ୍ଗ

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଉପୁଜିଛି। ଗୁରୁବାର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀଙ୍କ ଓଏମଆର ସିଟରେ ଧଳା ରଙ୍ଗ(ହ୍ବାଇଟନର) ମରାଯାଇଥିବା ଦେଖିବାକୁ ମିଳିଥିଲା। କିଛି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଭୂଲ ସେଟ୍ ପ୍ରଦାନ କରାଯିବା…

ବିଶ୍ୱବିଦ୍ୟାଳୟ ଦାବିରେ ରାସ୍ତାରେ ଶୈଳବାଳା ଛାତ୍ରୀ

କଟକ : ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନକରିବା ପ୍ରତିବାଦରେ ଛାତ୍ରୀଙ୍କ ତୀବ୍ର ଅସନ୍ତୋଷ। କଲେଜରେ କ୍ଲାସ ବନ୍ଦ କରି ପ୍ରତିବାଦରେ ବସିଲେ ଛାତ୍ରୀ। କଲେଜରେ ପୁଲିସ୍ ମୃତୟନ। ଚାରିଟି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ମିଳିଲା କିନ୍ତୁ ବାଦ୍ ପଡ଼ିଗଲା ଶୈଳବାଳା ମହିଳା…

ଟିଭି ଭଲ୍ୟୁମ୍ କମ୍ କରିବାକୁ କହିଲେ ସ୍ଵାମୀ, ମାରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳଗିରିର ଟିଡକୋ ହାଉସିଂ କଲୋନିରେ ରହୁଥିବା ୨୭ ବର୍ଷୀୟ ଶେଖ ଅହମ୍ମଦଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଛନ୍ତି। ଜଣେ ଏସି ମେକାନିକ୍ ଶେଖ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କ ସହିତ ରହୁଥିଲେ। ଘଟଣା…

ଚାପୁଡା ମାରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ୭ବର୍ଷ ଜେଲ ଦଣ୍ଡ ରଦ୍ଦ

ଗୁଜୁରାଟ: ଗୁଜୁରାଟ ହାଇକୋର୍ଟର ଏକ ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ରାୟ ମାମଲା ଅପେକ୍ଷା ଆହୁରି ଅଧିକ ଶିରୋନାମାରେ ରହିଛି। ମାମଲାଟି ହେଉଛି ଯେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ, ଏହି…

ପୁଣି ବଢିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡକ । ପୁଣି ବଢିଲା ସୁନା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୯୧୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୯ହଜାର ୪୩୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ…

ଭାରତ-ବାଜ୍ରିଲ ଦ୍ୱିପାକ୍ଷିକ ଆଲୋଚନା : ୨୦ବିଲିୟନ ଡଲାର ବାଣିଜ୍ୟ ହାସଲ ଲକ୍ଷ୍ୟ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି । ଶନିବାର ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ, ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ…

ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି ।…

ପାକିସ୍ତାନରେ ବଢ଼ିଚାଲିଛି ଦାରିଦ୍ର୍ୟ, ୬ବର୍ଷରେ ୭ପ୍ରତିଶତ ବୃଦ୍ଧି:ଖାଇବାକୁ ପାଉନାହାନ୍ତି ଲୋକେ

ଇସଲାମାବାଦ୍: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଦାରିଦ୍ର୍ୟ ସୀମାରେଖା ତଳକୁ ଯାଉଛି । ଦେଶର ଅର୍ଥନୀତି ବର୍ତ୍ତମାନ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଯୁଦ୍ଧ ଓ ଦେଶର ଭୁଲ ନୀତି କାରଣରୁ ସାଧାରଣ ଲୋକଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ…

ଏଆଇ ଘୋଷଣାନାମାରେ ୮୬ ଦେଶର ସ୍ବାକ୍ଷର:ଏଆଇ ହେବ ମିଳିତ ଦାୟିତ୍ବ-ସମାଜ ମଙ୍ଗଳ, ବିକାଶ ଟୁଲ୍‌ ଭାବେ ବ୍ୟବହାର ହେବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ…