ଟ୍ରମ୍ପଙ୍କ ଟାରିଫ୍ ମଧ୍ୟରେ ୟୁକ୍ରେନର ସଙ୍କଟମୋଚକ ସାଜିଲା ଭାରତ, ପାଲଟିଲା ସବୁଠୁ ବଡ଼ ଡିଜେଲ ଯୋଗାଣକାରୀ ଦେଶ

କିଭ୍‌ – ଭାରତ ଜୁଲାଇ ୨୦୨୫ରେ ୟୁକ୍ରେନ୍‌ର ସବୁଠୁ ବଡ଼ ଡିଜେଲ୍‌ ଯୋଗାଣକାରୀ ହୋଇଛି, ଯାହା ଦେଶର ମୋଟ ଡିଜେଲ୍‌ ଆମଦାନୀର ୧୫.୫ ପ୍ରତିଶତ ଭାଗ ପ୍ରଦାନ କରୁଛି। ଏହି ଉପଲବ୍ଧି ବିଶ୍ୱ ଶକ୍ତି ବ୍ୟାପାରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦର୍ଶାଇ…

ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ସମୁଦ୍ରକୁ ମାଛ ଧରିବାକୁ ନଯିବାକୁ ପରାମର୍ଶ

ଭୁବନେଶ୍ବର ୩୦।୮: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୨୪…

ଡିସେମ୍ବରରେ ମୋହନ-ବିଷ୍ଣୁଦେବ ବୈଠକ, ମହାନଦୀ ଜଳ ବିବାଦର ହେବ ସମାଧାନ !

ଭୁବନେଶ୍ଵର: ମହାନଦୀ ଜଳ ବିବାଦ ଦୂର ପାଇଁ ଆଗକୁ ବଢ଼ିଲେ ଓଡ଼ିଶା ଓ ଛତିଶଗଡ଼। ମହାନଦୀ ଜଳ ସମସ୍ୟା ଉପରେ ଆଲୋଚନା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟ ସଚିବ ଏବଂ ବରିଷ୍ଠ ଜଳସମ୍ପଦ ଅଧିକାରୀମାନେ ବୈଠକ କରିଛନ୍ତି। ଆଲୋଚନା ଏବଂ…

ବଢିଲା ଇନ୍ସପେକ୍ଟର ଓ SIଙ୍କ କ୍ଷମତା, ଏବେ ନେଇ ପାରିବେ ଆକ୍ସନ

ଭୁବନେଶ୍ଵର: ବଢିଲା ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତା। ଏଣିକି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ମାମଲାର ତଦନ୍ତ କରିପାରବେ। ତଦନ୍ତ କରିବା ସହ ଗିରଫ ଏବଂ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ। ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି…

ବିହାରରେ ନୀତିଶଙ୍କ ବିରୋଧରେ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତେଜସ୍ଵୀ !

ପାଟନା : ବିହାରରେ ଇଣ୍ଡି ମେଣ୍ଟ ବା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶନିବାର ଏଥିରେ ଏକପ୍ରକାର ସ୍ପଷ୍ଟତା ଆସିଛି। ଆରଜେଡି ନେତା ତେଜସ୍ଵୀ ଯାଦବ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଯାଉଛନ୍ତି। ଯଦିଓ ଏ…

ଟ୍ରମ୍ପଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଗୁଜବ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ। ଆମେରିକା ସମେତ ଅନେକ ଦେଶରେ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ଏଭଳି ଗୁଜବ। ଏହାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାହା ହେଉଛି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ଏବଂ ୭୨ ଘଣ୍ଟା ଧରି ଗଣମାଧ୍ୟମରେ…

ଶିଘ୍ର ଆସିବ ଆଧାର ମୋବାଇଲ୍‌ ଆପ୍‌ 

ନୂଆଦିଲ୍ଲୀ : ଆଧାରକାର୍ଡକୁ ନେଇ ଆସିଲା ବଡ ଓ ନୂଆ ଅପଡେଟ୍‌ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଇ-ଆଧାର ମୋବାଇଲ୍‌ ଆପ୍‌ ଲଞ୍ଚ କରିବା ନେଇ ପ୍ରସ୍ତୁତି କରୁଛି ଓ ଏହି ଆଧାର ମୋବାଇଲ୍‌ ଆପ୍‌ (ଇ-ଆଧାର ଆପ୍‌)…

ଟ୍ରେନ୍ ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଭୁବନେଶ୍ଵର ରେଳଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଟଏଲେଟ୍‌ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ୍ ପୁରୁଷୋତ୍ତମ ଏକ୍ସପ୍ରେସ୍ ଶୌଚାଳୟରୁ ଏହି ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଆଜି ସକାଳେ ସଫେଇ…

ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୪ ଓ ୫ରେ ହେବ ପୁଲିସ ଏସଆଇ ପରୀକ୍ଷା। ଓଏମଆର୍‌ ସିଟ୍‌ ଜରିଆରେ ଲିଖିତ ପରୀକ୍ଷା ହେବ। ଏସଆଇ ରାଙ୍କ୍‌ର ସମସ୍ତ ସିପିଏସଇ-୨୦୨୪ ପରୀକ୍ଷା ହେବ। ଏନେଇ ଶନିବାର ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି…

ଧସିଲା ନାଗାବଳୀ ନଦୀର ନିର୍ମାଣାଧୀନ ପଥର ପ୍ୟାକିଙ୍ଗ୍‌

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦୁଇଟି ନଦୀ ନାଗାବଳୀ ଓ କଲ୍ୟାଣୀ ନଦୀରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପଥର ପ୍ୟାକିଂ ଧସି ଯାଇଥିବା ଦେଖିବାକୁ ମିଳିଛି। ନାଗାବଳୀ ଓ କଲ୍ୟାଣୀ ନଦୀରେ ତଟରେ ଥିବା ଗ୍ରାମଗୁଡିକର…